Latest Odisha News

BREAKING NEWS

ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ୪ ଜଣ ଦୋଷୀଙ୍କ ନାଁରେ ସାନୀ ଡେଥ ୱାରେଂଟ ଜାରି କରିବାକୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ତିହାର ଜେଲ୍…

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ? ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । 'ବସୁଧୈବ କୁଟୁମ୍ବକମ୍' । ଏପରି…

କରୋନା କବଳରେ ନବଜାତକ !

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଉହାନ ସହରରେ ଏହାର ପ୍ରକୋପ ଅଧିକ । ବୁଧବାର ଜନ୍ମ ନେଇଥିବା ଜଣେ ଶିଶୁ ୩୦ ଘଣ୍ଟା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇଥିବା ଏହା ସବୁଠାରୁ କମ୍ ବୟସର ରୋଗୀ ।…

ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ

ମୟୁରଭଂଜ: ମଦ ପିଇବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ । ମଦ ପିଇ ରାସ୍ତାରେ ଗଡୁଥିବା ପୋଲିସ ବାବୁଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି । ଏପରି ଘଟଣା ଘଟିିଛି ମୟୁରଭଂଜ ଜିଲ୍ଲା ବେତନଟୀ ଅଂଚଳରେ । ସୂଚନାଯୋଗ୍ୟ ଯେ, ମୟୁରଭଂଜ ଜିଲ୍ଲା ବେତନଟୀର ଥାନା ଏସ୍‌ଆଇ…

ହାତୀବାରି ଚୂନପଥର ଖଣିରେ ଅଘଟଣ; ମାଟି ଧସି ଜଣେ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଳକ ହାତୀବାରି ଚୂନପଥର ଖଣିରେ ଅଘଟଣ । ଚୂନପଥର ଖଣିରୁ ମାଟି ଧସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଟିସ୍କୋ କମ୍ପାନୀ ଅଧିକୃତ ଚୂନପଥର ଖଣି ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା ।…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏଚ୍‌ଏନ୍‌ଆଇଙ୍କ ପାଇଁ “ସଂପତି ପରିଚାଳନା ଶାଖା” ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଭୁବନେଶ୍ୱରର ସହିଦ ନଗର ଠାରେ ନୂଆ “ସଂପତି ପରିଚାଳନା ଶାଖା’ ଉଦଘାଟିତ ହୋଇଯାଇଛି । ଏକ ଘରୋଇ କ୍ଷେତ୍ରର ବ୍ୟାଙ୍କ ତରଫରୁ ରାଜ୍ୟରେ ଏହା ହେଉଛି ପ୍ରଥମ ସଂପତି ପରିଚାଳନା ଶାଖା ଯାହା ସ୍ୱତନ୍ତ୍ର ଭାବେ ଧନୀକ ଶ୍ରେଣୀ (ଏନଏଚଆଇ) ଗ୍ରାହକଙ୍କ…

ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲେ ନିସ୍ତାର ନାହିଁ: ସମୀର ଦାଶ

ଭୁବନେଶ୍ୱର: ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲ ଆଉ ନିସ୍ତାର ନାହିଁ । ଯେଉଁଠି ଭାଇରାଲ ହେବ, ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।…

ପୁରୀ ସମୁଦ୍ରରେ ଭାସିଯାଉଥିବା ବଙ୍ଗୀୟ ଦମ୍ପତିଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରକୂଳରେ ଗାଧୋଇବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଙ୍ଗୀୟ ଦମ୍ପତି ଦ୍ୱୟ । ଗୁରୁବାର ସକାଳେ ସମୁଦ୍ରରେ ଭାସିଯାଉଥିବାବେଳେ ବେଳାଭୂମିରେ ନିଯୁକ୍ତ ଥିବା ଲାଇଫଗାର୍ଡ ସେମାନଙ୍କ ଜୀବନ ବଂଚାଇଛନ୍ତି । ସୂଚନା ମୁତାବକ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଚୈତନ୍ୟ ଛକ ସୁମଦ୍ରକୂଳ…

ଶସ୍ତା ହେଲା ସୁନା: ୩ ଦିନରେ କମିଲା ୭୦୦ ଟଙ୍କା !

ନୂଆଦିଲ୍ଲୀ: ଚାହିଦା କମିବା ଯୋଗୁଁ ଲଗାଦାର ଭାବରେ ସୁନାଦର ମଧ୍ୟ ହ୍ରାସ ହେବାରେ ଲାଗିଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋ ପିଛା ୧୭୯ ଟଙ୍କା ହ୍ରାସ ଘଟିଛି। ବିଶେଷଜ୍ଞଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ…

ସୂର୍ଯ୍ୟ ନମସ୍କାର କରି ପିଠି ଟାଣ କରିଦେବି: ମୋଦୀ

ନୂଆଦିଲ୍ଲୀ: ବହୁ ଦିନର ନିରବତା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ମୋଦୀ-ରାହୁଲ । ଆଜି ବଜଟେ ଅଧିବେଶନ ଚାଲିଥିବା ବେଳେ ସଂସଦରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା । ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ…