Latest Odisha News

BREAKING NEWS

କମିଶନରେଟ ପୋଲିସ ହାତରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ସନତ କୁମାର ମହାନ୍ତିଙ୍କ…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କନ୍ଧମାଳ ଓ ବଲାଙ୍ଗିର ଆଦି ଜିଲ୍ଲାର…

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

ଓଡିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ଯାହା ବି କିଛି ସଂସ୍କୃତି ଓ ପରମ୍ପରା ପାଳିତ ହୁଏ ତାହାର ସମ୍ପର୍କ କେବଳ କୃଷିସହିତ ରହିଛି ଧାନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ,ନୂଆ ଅନ୍ନ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ କୃଷିଭିତ୍ତିକ ପର୍ବଗୁଡିକ ଜନସାଧାରଣଙ୍କ ଦ୍ଵାରା ଅତ୍ୟନ୍ତ ଉତ୍ସାହର…

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି; ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଆଜି ଶ୍ରାବଣ ପୂର୍ଣ୍ଣିମା । ମାତୃ ଭାଷାର ମହାନ ଉପାସକ ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ସେ ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ୯ ଅଗଷ୍ଟ ୧୮୬୨ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ…

ପିଜିଟିଭ ଚିହ୍ନଟ ହେଲେ କର୍ମଚାରୀ: ସିଲ ହେଲା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ସୁନ୍ଦରଗଡ ପାନପୋଶ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପାଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ଏହି କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ…

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ଦୁଇ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଶହ ପାର କରିଛି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା…

ଓଡ଼ିଶାରେ ୨୪ ଘଣ୍ଟାରେ ୧୩୮୪ ନୂଆ ପଜିଟିଭ୍

ଭୁବନେଶ୍ୱର: ୩୬ ହଜାର ପାର କଲେ କରୋନା କେସ୍ । ଗତ ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୧୩ ଶହ ୮୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୭୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୧ । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ୩୬ ହଜାର ୨୯୭କୁ ବୃଦ୍ଧି…

ରାମମନ୍ଦିର ଭଳି ଦେଖାଯିବ ଅଯୋଧ୍ୟା ରେଲଓ୍ୱେ ଷ୍ଟେସନ

ଅଯୋଧ୍ୟା: ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟା ନଗରୀର ବଦଳିବ ରୂପରେଖ । ନୂଆ ବେଶଭୂଷାରେ ସଜେଇ ହେବ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟା ରେଲଓ୍ୱେ ଷ୍ଟେସନର ନବକଳେବର ହେବ । ନୂଆ ଅଯୋଧ୍ୟା ଷ୍ଟେସନର ପ୍ରଥମ ପର‌୍ୟ୍ୟାୟ ନିର୍ମାଣ କାମ ୨୦୨୧ ସୁଦ୍ଧା ସରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ…

ଦେଶରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୨,୯୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭୭୧ ଜଣଙ୍କର ଜୀବନ ଯାଇଛି । ହୁ…