Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍ ୨୦୨୦: ଦେଶର ୧.୪୭ କୋଟି କରଦାତାଙ୍କୁ ମିଳିପାରେ ରିହାତି, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ର ଆର୍ଥିକ ପ୍ରଗତିକୁ ଆଖିଆଗରେ ରଖି ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ବଜେଟ ୨୦୨୦ ରେ ବ୍ୟକ୍ତିଗତ ଆୟକର ରେ ରିହାତି ଦେବାପାଇଁ ବିଭିନ୍ନ ବିକଳ୍ପ ସବୁ ଉପରେ ବିଚାର କରୁଛନ୍ତି ।…

ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ !

ଭୁବନେଶ୍ୱର: ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ନେଇ ଓୟୁଏଟି ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, “ଓୟୁଏଟି ରିସର୍ଚ୍ଚ ଫାର୍ମରେ ୨ରୁ ୩ ଦିନ ହେଲା କୁକୁଡା ମରୁଥିଲେ । କୁକୁଡାଙ୍କ…

ଦୁନିଆର ୩ଟି ସବୁଠୁ ବଡ଼ ପ୍ରଶ୍ନର ଉତ୍ତର ଦେଇଥିଲେ କାକଭୁଶୁଣ୍ଡି; ଜାଣନ୍ତୁ କ’ଣ !

ପୁରୀ: ମହାନ ହିନ୍ଦୁ ସଂସ୍କୃତିରେ ଅନେକ ରୋଚକ କଥାବସ୍ତୁ ରହିଛି ଯାହାକି ମନୁଷ୍ୟକୁ ଏହା ଅନେକ ଉପାଦେୟ ଜ୍ଞାନ ପ୍ରଦାନ କରିଥାଏ । ପୁରାତନ ଭାରତୀୟ ପୁରାଣ ଶାସ୍ତ୍ରର ଆଜି ମଧ୍ୟ ଆଦୃତି ରହିଛି । ମହାନ ରାମାୟଣ ଓ ମହାଭାରତ ଗ୍ରନ୍ଥ ସହିତ ପବିତ୍ର ଗୀତା ଓ ଭାଗବତର କଥାବସ୍ତୁ ସମଗ୍ର ବିଶ୍ୱରେ…

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସିଏଏ ବିରୋଧୀ ପ୍ରସ୍ତାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଲୋକ ବିରୋଧୀ ଓ ଏହାକୁ ଅତିଶୀଘ୍ର ରଦ୍ଦ କରିଦିଆଯିବା ଉଚିତ୍ । ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ…

କେନ୍ଦ୍ରୀୟ ବଜେଟର ଇତିହାସ…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୧୨ ଅନୁଯାୟୀ ଭାରତର କେନ୍ଦ୍ରୀୟ ବଜେଟ ତଥା ବାର୍ଷିକ ବଜେଟ୍ ତିଆରି ହୁଏ । ପୂର୍ବରୁ ୨୦୧୬ ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ତାରିଖରେ ଦେଶର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିଲେ । ଏବେ କିନ୍ତୁ ଭାରତ ସରକାର ଏଥିରେ ପରିବର୍ତନ ଆଣି ପ୍ରତିବର୍ଷ ଫେବୃଆରୀ…

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି…

ଯାଜପୁରରେ ଗଜରାଜଙ୍କ ଉପଦ୍ରବ; ଟ୍ରାଙ୍କୁଲାଇଜ ଦ୍ୱାରା କାବୁ କରିବାକୁ ଯୋଜନା

ଯାଜପୁର: ଯାଜପୁର ଜିଲ୍ଲାରେ ଦୀର୍ଘ ୮ ଦିନ ଧରି ଲୋକଙ୍କୁ ଅତିଷ୍ଠ କଲାଣି ନରହନ୍ତା ଦନ୍ତାର ଉପଦ୍ରବ । ତୁରନ୍ତ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ବିଗତ ୮ ଦିନ ମଧ୍ୟରେ ୪ ମୁଣ୍ଡ ନେଲାଣି ଦନ୍ତା ତାସହ ଅନେକ…

କେନ୍ଦ୍ରୀୟ ବଜେଟ୍ ୨୦୨୦: ଗୃହ ଋଣରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ଆୟକର ରିହାତି !

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ଥିବା ବଜେଟ୍ ୨୦୨୦ରେ ଘର କିଣିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ହୋଇପାରେ ବିଶେଷ ଘୋଷଣା । ମିଳିଥିବା ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘର କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଶେଷ ଆଶ୍ୱସ୍ତିି…

ସୋଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଉତ୍ସବରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ…

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ…