Latest Odisha News

BREAKING NEWS

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ । ସଟଡାଉନ୍ ବେଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ଆଜି ଦିନର ମହତ୍ତ୍ୱ  ତା ୩୧-୭-୨୦୨୦ ଶୁକ୍ରବାର ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା ୩୧ ରିଖ ଶୁକ୍ରବାର କର୍କଟ ୧୬ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ତୁଳା ଓ କୁମ୍ଭ ରାଶି…

ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ

ଢେଙ୍କାନାଳ: ଅସଦାଚରଣର ଶିକାର ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ବେହେରା ସସପେଣ୍ଡ । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କାର୍ଯ୍ୟରେ ଅବହେଳା ପାଇଁ…

ଖୋଳାଯିବ ମଙ୍ଗଳ ଗ୍ରହ, ପର୍ସେଭେରାନ୍ସ ରୋଭରକୁ ପଠାଇଲା ନାସା

ଫ୍ଲୋରିଡା (ଆମେରିକା): ନୂଆ ଇତିହାସ ରଚିବ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ମଙ୍ଗଳ ଗ୍ରହକୁ ପଠାଇଲା ପର୍ସେଭେରାନ୍ସ ରୋର୍ଭ‌ । ଫ୍ଲୋରିଡାର କେପ୍ କାନାଭେରାଲ୍ ଏୟାର ଫୋର୍ସ ଷ୍ଟେସନରୁ ଆଟଲାସ୍-୫ ରକେଟ୍ ଏହାକୁ ସାଙ୍ଗରେ ନେଇ ଯାଇଛି । ମଙ୍ଗଳରେ ପହଞ୍ଚିବାକୁ ଲାଗିବ ୭ ମାସ ।…

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ…

ସରକାରୀ ବଙ୍ଗଳା ଖାଲି କଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଲ୍ୟୁଟିୟନ୍ସ ଜୋନରେ ଥିବା ବଙ୍ଗଳାକୁ ଖାଲି କରିଛନ୍ତି । ଏହାର ଚାବିକୁ କେନ୍ଦ୍ର ଲୋକ ନିର୍ମାଣ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ପ୍ରିୟଙ୍କା । ତାପୂର୍ବରୁ ସେ ସମସ୍ତ ବକେୟା ବିଲ୍ ପୈଠ କରିଥିଲେ…

ରିଲାଏନ୍ସ ଜିଓର ପ୍ରଥମ ତ୍ରୟମାସିକ (ଏପ୍ରିଲ୍ ରୁ ଜୁନ୍ ୨୦୨୦) ନିଟ୍ ଲାଭ ୧୮୩% ବୃଦ୍ଧି ପାଇ ୨୫୨୦ କୋଟି ଟଙ୍କା ହୋଇଛି

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧…

ଭୋଟ ଜାଲିଆତି ଭୟ: ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଘାରିଛି ଭୋଟ ଜାଲିଆତି ଭୟ । ଭୋଟ ହେରଫେର୍ ଆଶଙ୍କାରେ ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଥିବା ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ମେ‌‌ଲ୍‌-ଇନ୍ ଭୋଟ୍‌ରେ ଜାଲିଆତି…

ଶୁକ୍ରବାର ଖୋଲିବ ଭୁବନେଶ୍ୱର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ଅଧିକାଂଶ ମାର୍କେଟକୁ ବିଏମ୍ସି ପକ୍ଷରୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଭୁବନେଶ୍ୱରର ୟନିଟ-୪ ମାର୍କେଟ ଓ ତାର ଆଖପାଖ ବଜାର ଖୋଲିବ । ଏନେଇ ସୂଚନା ମିଳିଛି ।…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୁଟିନ୍ ଚେକ୍ ଅପ୍ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡିଏସ ରାନା…