Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା; ଠିକା କମ୍ପାନୀ ଏମଡିଙ୍କ ସହ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଗତକାଲି ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଠିକା କମ୍ପାନୀର ଏମଡି ଦିଲ୍ଲୀପ ଖଟେଇ, ଏୟାରପୋର୍ଟ…

ଓଡ଼ିଶାରେ ୨୮ରୁ ବର୍ଷା; ସତର୍କତା ଅବଲମ୍ବନ ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଶୀତ ପ୍ରବାହ ଲାଗି ଶନିବାର ଦିନ ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ରବିବାର ଦିନ ୩ଟି ଜିଲ୍ଲା ଲାଗି ୟେଲୋ…

ପୋଷ୍ଟମ୍ୟାନଙ୍କୁ ମହଙ୍ଗା ପଡ଼ିଲା ଚିଠି ଲୁଚାଇବା; ବାଣ୍ଟିବେ ୧୬ବର୍ଷର ୨୪ ହଜାର ଚିଠି !

ଟୋକିଓ: ଜାପାନର ଏକ ଦାୟିତ୍ୱହୀନ ଓ ମଜାଦାର କଥା ସାମ୍ନାକୁ ଆସିଛି । ଜଣେ ୬୧ ବର୍ଷୀୟ ପୋଷ୍ଟମ୍ୟାନ ଦୀର୍ଘ ୧୬ ବର୍ଷ ହେବ ଚିଠି ନ ବାଂଟି ଘରେ ରଖି ଦେଉଥିଲେ । ଏହା ଜଣା ପଡିବା ପରେ ନିର୍ଦ୍ଦେଶକ୍ରମେ ତାଙ୍କୁ ୨୪୦୦୦ ବକେୟା ଚିଠି ବାଂଟିବାକୁ କୁହାଯାଇଛି । ସେ ମଧ୍ୟ ନିଜ ଭୁଲ ସ୍ୱୀକାର…

ଇଣ୍ଟରନେଟର କରିସ୍ମା; ଜାଣନ୍ତୁ, ୧ ମିନିଟରେ ସୋସିଆଲ୍ ମିଡ଼ିଆର କରାମତିି !

ଭୁବନେଶ୍ୱର: ଏବେ ଇଂଟରନେଟରେ ଯୁଗ । ସମସ୍ତେ ଏବେ ଏଥିରେ ମାତିଛନ୍ତି । ତେବେ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଇଂଟରନେଟରେ ଗୋଟିଏ ମିନିଟରେ କ’ଣ କ’ଣ ହେଉଛି । ଫୋନ ମାଧ୍ୟମରେ ବହୂଳ ବ୍ୟବହାର ହେଉଥିବା ହ୍ୱାଟସଆପରେ ୧ମିନିଟରେ ୪.୧ କୋଟି ଟଙ୍କାର ମେସେଜ ପଠାଯାଏ । ୨୦୧୯…

ରାଜସ୍ଥାନରେ ପାସ୍ ହେଲା ସିଏଏ ବିରୋଧୀ ସଂକଳ୍ପ

ଜୟପୁର: କେରଳ, ପଂଜାବ ପରେ ଏବେ ରାଜସ୍ଥାନରେ ନାଗରିକତା ସଂଶୋଓନ ଆଇନ ବିରୋଧରେ ସଂକଳ୍ପ ପାରିତ ହୋଇଛି । ରାଜସ୍ଥାନ ବିଧାନସଭାରେ ଏହି ସଂକଳ୍ପ ପାସ୍ ହୋଇଛି । ତେବେ ଏହି ସଂକଳ୍ପ ପାରିତ ହେବା ବେଳେ ବିଜେପି ବିଧାୟକମାନେ ଗେହଲଟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ସୂଚନା ମୁତାବକ,…

ସାଧାରଣତନ୍ତ୍ର ଦିବସ: ଓଡ଼ିଶାରୁ ପାଇବେ ୨୯ ଜଣ ପୋଲିସ ସେବା ପଦକ, ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଉଲ୍ଲେଖନୀୟ ସେବା ଲାଗି ପୋଲିସ ପଦକ ସେବା ମେଡ଼ାଲ୍ ଘୋଷିତ ହୋଇଛି । ଓଡ଼ିଶାରୁ ୩ଟି ବର୍ଗରେ ୨୯ ଜଣ ପୋଲିସ ସେବା ପଦକ ଏବଂ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ । ସାହସିକତା ଲାଗି ୧୬ ଜଣ ପୋଲିସ କର୍ମଚାରୀ ପାଇବେ ।…

ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ପୂରା କଲା ଇଂଲଣ୍ଡ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ…

ପୁରୀ ଶ୍ରୀମନ୍ଦିର ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି

ପୁରୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନଭି ରମଣା ଶନିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜଷ୍ଟିସ୍ ରମଣା ଓ ତାଙ୍କ ପତ୍ନୀ ଆଜି ସକାଳେ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପଭୁଙ୍କ ଦର୍ଶନ କରିବା ସହ ପ୍ରାର୍ଥନା ମଧ୍ୟ…

ମୁମ୍ବାଇ ଏୟାରପୋର୍ଟରେ ଓଡିଆ କ୍ୟାନସର ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇ ବିମାନ ବନ୍ଦରରେ ଓଡିଶାର ଜଣେ ୫୧ ବର୍ଷୀୟ କ୍ୟାନସର ପୀଡିତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର କାଂସବାହାଲ ବାସିନ୍ଦା କସ୍ତୁରୀ ମିଶ୍ର ବୋଲି ଜଣାପଡିଛି । ସେ ସର୍ଭାଇକଲ୍ କ୍ୟାନସରରେ ପିଡିତ ଥିବାବେଳେ ଚିକିତ୍ସା ଲାଗି ସ୍ୱାମୀଙ୍କ ସହ ମୁମ୍ବାଇର…

ସାଧାରଣତନ୍ତ୍ର ଦିବସ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡିବ ବିଶାଳ ତ୍ରୀରଙ୍ଗା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବା ଲାଗି ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ୧୦୦ ଫୁଟ ଉଚ୍ଚ, ୩୦ ଫୁଟ ଲମ୍ବା ଓ ୨୦ ଫୁଟ ଚଉଡା ବିଶିଷ୍ଟ…