Latest Odisha News

BREAKING NEWS

ଶାଶ୍ୱତ ପ୍ରେମର ନିଚ୍ଛକ ପ୍ରତିଛବି; ଗଞ୍ଜାମ ଜିଲ୍ଲାର ନରସିଂହ

କବିସୂର୍ଯ୍ୟନଗର: କୁହାଯାଏ ପ୍ରେମ ସର୍ବଦା ଶାଶ୍ୱତ ଓ ଚିରନ୍ତନ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାର ନରସିଂହ ଦଳାଇ । ପ୍ରେମର ପ୍ରତୀକ ଭାବେ ଶାହାଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ଗଢିଥିବା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍…

ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତନନ୍ଦଙ୍କୁ ମିଳିଲା ରାମନାଥ ଗୋଏଙ୍କା ଆୱାର୍ଡ

ନୂଆଦିଲ୍ଲୀ: ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତନନ୍ଦ ସାହୁଙ୍କୁ ସୋମବାର ଦିନ ମରଣୋନ୍ତର ରିପୋଟିଂ ପାଇଁ ‘ରାମନାଥ ଗୋଏଙ୍କା ଏକ୍ସିଲେନ୍ସି ଇନ୍ ଜର୍ଣ୍ଣାଲିଜିମରେ ସମ୍ମାନିତ କରାଯାଇଛି । ୨୦୧୮ ମସିହା ଲାଗି ସାମ୍ବାଦିକତାରେ ଉତ୍କୃଷ୍ଟ କାର୍ଯ୍ୟ…

ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି କରିବେ ବିବାହ: ଜାଣନ୍ତୁ କ’ଣ ରହିଛି ତାଙ୍କ ଡିମାଣ୍ଡ

ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି ଖିଜର ହୟାତ୍ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ୪୩୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ବ୍ୟକ୍ତିଙ୍କର ହେବାକୁ ଥିବା ପତ୍ନୀର ଓଜନ ଅତି କମରେ ୧୦୦ କେଜି ଏବଂ ଉଚ୍ଚତା ୬ ଫୁଟରୁ କମ୍ ହୋଇ ନଥିବ ବୋଲି କହିଛନ୍ତି । ପାଖାପାଖି ୬ ଫୁଟ ୬…

ଫେବୃଆରୀ ୧୪ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭାର ପ୍ରଥମ ଅଧିବେଶନରେ ଗୃହ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଦେବେ ବୋଲି ସଚିବାଳୟ ସୁତ୍ରରୁ ପ୍ରକାଶ । ଏହି ଅଧିବେଶନ ଆସନ୍ତା ଏପ୍ରିଲ୍ ୧ ତାରିଖ…

କିପରି ଗଠନ ହେଲା ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’, ଜାଣନ୍ତୁ…

ଭୁବନେଶ୍ୱର: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ "ଭାରତୀୟ ସ୍ୱାଧିନତା ଲିଗ୍"ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ…

ସମଲେଶ୍ଵରୀ ମନ୍ଦିର ବିକାଶ ଲାଗି ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ମନ୍ଦିର ତଥା ହୀରାକୁଦ ନଦୀବନ୍ଧର ରାଜ୍ୟ ସରକାର ଖୁବଶୀଘ୍ର ଭିତ୍ତିଭୂମି ବିକାଶ କରିବେ ବୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ…

ବରଗଡରେ ଖୋଲିବ କ୍ୟାନ୍ସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବରଗଡ: ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ବରଗଡ ପାଇଁ ବିକାଶର ବଡ଼ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଟୁକୁର୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବରଗଡ଼ର ନୂତନ…

ପାରାଦୀପରୁ ଧରାପଡିଲା ବିରଳ ପ୍ରଜାତି ମାଛ

ପାରାଦୀପ: ପାରାଦୀପରେ ପୁଣି ଏକ ବିରଳ ପ୍ରଜାତିର କାଉ ମାଛକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହାର ଓଜନ ଦୁଇ କ୍ବିଣ୍ଟାଲ ହୋଇଥିବା ବେଳେ ଆଜି ସମୁଦ୍ରକୁ ମାଛ ମାରିବାକୁ ଯାଇ ଥିବାବେଳେ କିଛି ମତ୍ସଜୀବୀ ଙ୍କ ଜାଲରେ ମାଛଟି ପଡ଼ିଥିଲା। ଏହି ମାଛକୁ ଜଣେ ବ୍ୟବସାୟୀ ୨…

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

+୨ ପରୀକ୍ଷା ସଂସ୍କାର: ଲାଗୁ ନହୋଇପାରେ ନୂଆ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ ଲାଗୁ ନହୋଇପାରେ ଯୁକ୍ତ ୨ ପରୀକ୍ଷାରେ ସଂସ୍କାର । ପ୍ରଥମ ବର୍ଷ କାଉଂସିଲ ପରୀକ୍ଷା କରିବାକୁ ଗଣଶିକ୍ଷା ବିଗାଭ ନିଷ୍ପତି ନେଇଥିବା ବେଳେ ଚାରିଆଡେ ଏହାକୁ ନେଇ ପ୍ରତିବାଦ ଦେଖାଦେଇଥିଲା । ଫଳରେ ସରକାର ଏହି ନିଷ୍ପତିର ପୁନର୍ବିଚାର କରିବେ ବୋଲି କହିଛନ୍ତି । ଗଣଶିକ୍ଷା…