Latest Odisha News

BREAKING NEWS

ଆକାଶରେ ଉଡିବେ ଦିବ୍ୟାଙ୍ଗ ପିଲା: ସ୍ୱପ୍ନ ପୂରଣ କରିବ ଏୟାର ଇଣ୍ଡିଆ ଓ ଓଡ଼ିଶା ସରକାର

ଭୁବନେଶ୍ୱର: ପୂରଣ ହେବ ୪୪ ଓଡ଼ିଆ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନ । ଏୟାର୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୪୪ ଦିବ୍ୟାଙ୍କ ପିଲାଙ୍କ ଏହି ସ୍ୱପ୍ନ ପୂରଣ ହେବ । ଭୁବନେଶ୍ୱର ଓ ବାରିପଦାର ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରୁ…

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସଡକ ସୁରକ୍ଷା ତଥା ଟ୍ରାଫିକ୍ ନିୟମ ସମ୍ପର୍କରେ ଘରେ ଘରେ ସମସ୍ତଙ୍କୁ ଜାଗ୍ରୁତ କରିବା ଲାଗି ଶୁକ୍ରବାର ଦିନ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ୱିନସିଟିର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି…

ସୋଆର ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ପୂର୍ବାଞ୍ଚଳରେ ପ୍ରଥମ: ଟାଇମ୍ସ ହେଲ୍‌ଥ ସର୍ଭେ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ (ଆଇଡିଏସ୍‌) ଶନିବାର ପ୍ରକାଶିତ ଟାଇମସ ହେଲ୍‌ଥ ସର୍ଭେରେ କ୍ରମାଗତ ଭାବେ ପୂର୍ବାଞ୍ଚଳରେ ଏକ ନମ୍ବର ଦନ୍ତ ଚିକିତ୍ସା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ଥାନ ବଜାୟ…

ହକି ପ୍ରୋ-ଲିଗ୍‌: ଆଜି ଭାରତ ଓ ନେଦରଲାଣ୍ଡ ମୁହାଁମୁହିଁ ଟକ୍କର୍‌

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ ଶନିବାର ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗରେ ନେଦରଲାଣ୍ଡ ଦଳ ସହ ମ୍ୟାଚ୍ ଖେଳିବ । ବିଶ୍ୱ ମାନ୍ୟତାରେ ନେଦରଲାଣ୍ଡ ୩ ସ୍ଥାନରେ ରହିଥିବା ବେଳେ ଘରୋଇ ଦଳ ଭାରତ ୫ମ ସ୍ଥାନରେ ରହିଛି । ଯାହାଫଳରେ ଆଜିର ମ୍ୟାଚ୍ ଦର୍ଶକଙ୍କ…

ଦୀର୍ଘ ୫ ମାସ ପରେ ଜମ୍ମୁ-କାଶ୍ମୀରରେ ସୁଧୁରିଲା ପ୍ରିପେଡ ମୋବାଇଲ ସେବା !

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପ୍ରିପେଡ ମୋବାଇଲ ସେବାରେ ସୁଧାର ଆସିଛି । ଶନିବାର ଠାରୁ ଏଠାରେ ପ୍ରିପେଡ ମୋବାଇଲ ସେବା ପୁଣି ଥରେ ଆରମ୍ଭ ହୋଇଛି । ଏହାସହ ଗତ ଅଗଷ୍ଟ ମାସରୁ ଏଠାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ କିଛି ଅଞ୍ଚଳରେ ଶନିବାର ଠାରୁ 'ଟୁ ଜି' ସେବା ଆରମ୍ଭ ହୋଇଥିବା ଜାତୀୟ…

ସହକର୍ମୀଙ୍କ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ସିଆଇଏସଏଫ୍ କନଷ୍ଟେବଳ

ପାରାଦୀପ: ପାରାଦୀପ ଆଇ.ଓ.ସି.ଏଲ ର ସି.ଆଇ.ଏସ.ଏଫ ଟାଉନସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ପୋଲିସ ବାବୁ ହୋଇ ମଧ୍ୟ ସେ ନିଜର ଅନ୍ୟଜଣେ ସହକର୍ମୀଙ୍କ ନାବାଳିକା ଝିଅକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସି.ଆଇ.ଏସ.ଏଫ ଯବାନ ହେଲେ ହେଡ…

ଶିରିଡି ସାଇ ମନ୍ଦିର ବନ୍ଦ ଘଟଣା: ଗୁଜବ ବୋଲି କହିଲେ ମନ୍ଦିର ସିଇଓ

ଶିରିଡି: ଆସନ୍ତା ଜାନୁୟାରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ଗୁଜବ ବୋଲି କହିଛନ୍ତି ମନ୍ଦିର ସିଇଓ ଦୀପକ ମୁଗଲିକର। " ଆସନ୍ତା ଜାନୁଆରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ରହିବ ବୋଲି ଅନେକ ଗଣମାଧ୍ୟମରେ…

ସଡକ ଦୁର୍ଘଟଣାରେ ଅଭିନେତ୍ରୀ ଶାବନା ଆଜମି ଗୁରୁତର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ୍ ଅଭିନେତ୍ରୀ ଶାବନା ଆଜମି ଶନିବାର ଦିନ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1218495499520507905?s=08…

ଦେବଝରଣ ୱାଟରଫଲରେ ବୁଡ଼ି ପ୍ରାଣ ହରାଇଲେ ୨ ଇଞ୍ଜିନିୟରିଂ ଛାତ୍ର

ଦେଓଗଡ଼: ପିକନିକ ସାଜିଲା କାଳ । ସମ୍ବଲପୁରଠାରୁ ୩୦ କିମି ଦୂରରେ ଅବସ୍ଥିତ ଦେବଝରଣ ୱାଟର ଫଲରେ ଗାଧାଉଥିବା ବେଳେ ୨ ଇଞ୍ଜିନିୟର ଛାତ୍ର ବୁଡି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଦ୍ୱୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ର ଛାତ୍ର ବୋଲି ଜଣାପଡିଛି…

ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିବା ଏହି ଭିକାରୀ ଜଣକ ବିଟେକ୍ ଗ୍ରାଜୁଏଟ !

ପୁରୀ: ଶିକ୍ଷିତ ଭିକାରୀ । ପେଷାରେ ଭିକାରୀ ହେଲେ ଯୋଗ୍ୟତା ବିଟେକ୍ ଇଞ୍ଜିନିୟର । ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି କଥାଟି କିନ୍ତୁ ସତ । ପୁରୀ ବଡଦାଣ୍ଡରେ ଭିକ ମାଗୁଛନ୍ତି ଜଣେ ବିଟେକ୍ ଇଞ୍ଜିନିୟର । ଏହି ଶିକ୍ଷିତ ଭିକାରୀଙ୍କର ନାମ ଗିରିଜା ଶଙ୍କର ବୋଲି ଜଣାପଡିଛି । ଅନେକ…