Latest Odisha News

BREAKING NEWS

ଇରାନ ସୁପ୍ରିମୋ ଅଲ୍ଲି ଖାମିନିଙ୍କୁ ଟ୍ରମ୍ପଙ୍କ ନାଲିଆଖି

ୱାଶିଂଟନ: ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ନିଜ ଶବ୍ଦ ପ୍ରତି ସତର୍କ ରହିବାକୁ ଇରାନର ସୁପ୍ରିମୋ ଲିଡର ଆୟୋତୋଲା ଅଲ୍ଲି ଖାମିନିଙ୍କୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟୁଇଟ୍ ମାଧ୍ୟମରେ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,…

ବିବାହ ନିମନ୍ତ୍ରଣ ପତ୍ରରେ ‘ସିଏଏ’ ସମର୍ଥନ ବାର୍ତ୍ତା; ଭାଇରାଲ୍ ହେଲା କାର୍ଡ !

ଭୋପାଳ: ବିବାହ କାର୍ଡରେ ସିଏଏ ସମର୍ଥନ ବାର୍ତ୍ତା । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ଏଭଳି କରିଛନ୍ତି । ମଧ୍ୟପ୍ରଦେଶ ଜିଲ୍ଲାର ପ୍ରଭାତ ନାମକ ଜଣେ ଯୁବକ ନିଜ ବିବାହ କାର୍ଡରେ ‘ଆଇ ସପୋର୍ଟ ଫର୍ ସିଏଏ’ ଛପାଇଛନ୍ତି । ଏହି ଏହି ନିମନ୍ତ୍ରଣ କାର୍ଡ ସୋସିଆଲ…

ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର !

ଭୁବନେଶ୍ୱର: ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଶନିବାର ସକାଳେ ୨୦ ମିଟର ଦୂରରୁ ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର । ଏହାଛଡା ଭୁବନେଶ୍ୱର ପାଣିପାଗ ବିଭାଗ ଘନ କୁହୁଡି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ଓଡ଼ିଶାରେ ରାତିର ତାପମାତ୍ରା…

ଖୁବଶୀଘ୍ର ପରଦାକୁ ଆସୁଛି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ ‘ସେରଶାହା’

ମୁମ୍ବାଇ: ୧୯୯୯ ମସିହାର ଛାତିଥରା କରଗିଲ ଯୁଦ୍ଧ କିଏ ବା ମନରୁ ପାସୋରି ପାରିଥିବ । ଭାରତ- ପାକିସ୍ତାନ ମଧ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଭରତ ହାସଲ କରିଥିଲା ଜିତାପଟ। ଏହି ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୦ ପର୍ଯ୍ୟଟକ ଆହତ

ବାଲେଶ୍ୱର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାର ଶେରଗଡ-ଖଣ୍ଡପଡା ରୋଡ ନିକଟରେ ଏକ ପର୍ଯ୍ୟଟକଙ୍କ ବସକୁ ଗୋଟିଏ…

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଦେହାନ୍ତରେ ବିଶିଷ୍ଟ କ୍ରୀଡାବିତଙ୍କ ଶୋକପ୍ରକାଶ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବହୁ ଜଣାଶୁଣା କ୍ରୀଡାବିତ୍ ମାନେ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା…

ସାଇବାବାଙ୍କ ଜନ୍ମଭୂମୀକୁ ନେଇ ବିବାଦ: ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା

ଶିରିଡ଼ି: ରାମ ଜନ୍ମଭୂମିକୁ ନେଇ ବିବାଦ ନଥମୁଣୁ ପୁଣି ସାଇବାବାଙ୍କ ଜନ୍ମଭୂମୀକୁ ନେଇ ମହାରାଷ୍ଟ୍ରରେ ବିବାଦ ଘନୀଭୂତ ହୋଇଛି । ଆସନ୍ତା ରବିବାରଠାରୁ ମହାରାଷ୍ଟ୍ରରେ ଥିବା ସାଇବାବାଙ୍କ ପୀଠ ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି । ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ ୯୯.୯୮…

ଏବେ ବିନ୍ଦାସ ବ୍ୟବହାର କରନ୍ତୁ ୱାଟସଆପ୍ସ; ସମାଧାନ ହୋଇଯାଇଛି ଏହିସବୁ ଅସୁବିଧା…

ୱାଟସଆପ୍ସ ୟୁଜର୍ସ ପାଇଁ ଆସୁଥିବା ଗୋଟେ ବଡ଼ ଆସୁବିଧା ଟଳିଗଲା। କମ୍ପାନୀ ନିଜ ୱାଟସଆପ୍ସରେ ବିଜ୍ଞାପନ ଦେବାକୁ ଚାହୁଁଥିଲା ହେଲେ ଏବେ ହେବ ନାହିଁ ବୋଲି ଜଣାପଡୁଛି। ଖବର ଆସୁଥିଲା ଯେ ୱାଟସଆପ୍ସ ନିଜର ଅଧିକ ଆୟ କରିବାକୁ ଯୋଜନା କରିଥିଲା। ଏହି ଆପ୍ସରେ ବିଜ୍ଞାପନ ଚଲାଇବାକୁ ଯୋଜନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୮-୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୮ ରିଖ ଶନିବାର ମକର ୪ ଦିନ ମାଘମାସ କୃଷ୍ଣ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜି:…