Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି: ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ

ନୂଆଦିଲ୍ଲୀ: ଆଜି ହେଉଛି ସ୍ଥଳସେନାର ୭୨ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସେନା ମୁଖ୍ୟାଳୟରେ ଭବ୍ୟ ସମାରୋହ ଆୟୋଜନ ହୋଇଛି । ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ପରେଡ ମଧ୍ୟ କରାଯାଇଛି । ଏହି ଅବସରରେ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୁଞ୍ଚିପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଘୁଂଚିପାରେ ଫାଶୀ ତାରିଖ । ଆସନ୍ତା ୨୨ରେ ୪ ସଇତାନଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ କିଛି ଯୁକ୍ତି ପରେ ଅଶଙ୍କାରେ ଫାଶୀଦଣ୍ଡ । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪…

୩୨ଜଣ ‘ଓଇଏସ୍’ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୨ଜଣ ଓଇଏସ୍‌ (ସ୍କୁଲ ବ୍ରାଞ୍ଚ) ର ଅଧିକାରୀଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଡିଇଓ ବୃନ୍ଦାବନ ଶତପଥୀଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଡିଏସ୍‌ଇ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାମ୍ସାର ଉପ ନିର୍ଦ୍ଦେଶକ ଡ.ରାଧା ମୋହନ ପଣ୍ଡାଙ୍କୁ ଓସେପାର ଯୁଗ୍ମ…

ଆଜି ସରୁଛି ‘ସେସୁ’ ସମୟସୀମା; ଆସନ୍ତା କାଲିଠୁ ପୈଠ କରିନ’ଥିବା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ ସେବା

ଭୁବନେଶ୍ୱର: ବିଦ୍ୟୁତ ବିଲ୍ ପୈଠ କରିବା ଲାଗି ଆଜି ଥିଲା ଉପଭୋକ୍ତାଙ୍କ ଲାଗି ଶେଷଦିନ । ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଆସନ୍ତାକାଲି ଠାରୁ ଫେଜ୍ ଅନୁଯାୟୀ ଦେୟ ପୈଠ କରିନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବାକୁ ଯାଉଛି । ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି…

ଅଷ୍ଟମ ଶ୍ରେଣୀରୁ ବିଦ୍ୟାଳୟରେ ଆରମ୍ଭ ହେବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଖୁବ ଶୀଘ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଧନ୍ଦାମୂଳକ ଶିକ୍ଷା ପରି ସ୍କୁଲସ୍ତରରେ ଯଦି ପିଲାଙ୍କୁ…

ଦିଲ୍ଲୀ ବନବିଭାଗର ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ବନବିଭାଗ ପକ୍ଷରୁ ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟ forest.delhigovt.nic.in ରେ ଆଜିଠାରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ରହିଛି । ପଦବୀ ସଂଖ୍ୟା: - ମୋଟ ପଦବୀ ୨୨୬ - ଫରେଷ୍ଟ…

କେଉଁ ଅଞ୍ଚଳରେ କିପରି ପାଳନ ହେଉଛି ମକର ସଂକ୍ରାନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଭାରତର ପ୍ରାୟତଃ ପ୍ରତ୍ୟେକ ସ୍ଥାନରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ବିଭିନ୍ନତା ମଧ୍ୟରେ ଏକତା ଥିବା ଆମ ଦେଶର କେଉଁ ସ୍ଥାନରେ କିଭଳି ଏହି ପର୍ବ ପାଳନ ହେଉଛି ଆସନ୍ତୁ ଜାଣିବା... ଓଡ଼ିଶାରେ ବେଶ୍ ଧୁମଧାମରେ ମକର ସଂକ୍ରାନ୍ତିକୁ ପାଳନ କରାଯାଉଛି । ଏଥିପାଇଁ ସମସ୍ତ…

ଆମେରିକା ଦୂତାବାସ ଉପରେ ପୁଣି ଆକ୍ରମଣ: ରହି ରହି ରକେଟ ମାଡ କରୁଛି ଇରାନ

ଆମେରିକା ଉପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛି ଇରାନ୍ । ରହି ରହି କରୁଛି ରକେଟ ମାଡ । ତେବେ ଏଥର ଏହି ରକେଟ ମାଡର ଶିକାର ହୋଇଛି ଇରାକ । ଆମେରିକା ସୈନ୍ୟ ଠିକଣାକୁ ନିଶାନା କରି ଇରାନ ପୁଣିଥରେ ରକେଟ ମାଡ କରିଛି । ତେବେ ଏହା ଆମେରିକା ବଦଳରେ ଇରାକ ଏୟାରବେସ୍ ଉପରେ ପଡିଛି । ଏନେଇ…

ମକର ସଂକ୍ରାନ୍ତି ପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ମକର ସଂକ୍ରାନ୍ତି ଅବସରରେ ବୁଧବାର ( ଜାନୁଆରୀ ୧୫) ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ଏନେଇ ରେଭିନ୍ୟୁ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ପ୍ରଦାନ କରାଯାଇଥିଲା ।

ଘନ କୁହୁଡି ତଳେ ଓଡିଶାର ୧୧ଟି ଜିଲ୍ଲା

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ବୁଧବାର ଦିନ ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର…