Latest Odisha News

BREAKING NEWS

୨ ଆତଙ୍କବାଦୀଙ୍କ ସହ ଗିରଫ ହେଲେ ଜଣେ ପୋଲିସ କର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରୁ ଶନିବାର ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସମେତ ଜଣେ ଡିଏସପିଙ୍କୁ ଗିରଫ କରାଯାଇଛି । ଗିରଫ ଡିଏସପି ଜଣକ ଦବିନ୍ଦର ସିଂହ ହୋଇଥିବା ବେଳେ ଆତଙ୍କବାଦୀମାନେ ହେଲେ ନବୀନ ବାବୁ ଓ ଅସିଫ୍ ରାଥର । ଏନେଇ ଜାତୀୟ ଗଣମାଧ୍ୟମ…

ଅଶାନ୍ତ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ବିଚାର…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ…

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ରାଜ୍ୟସ୍ତରୀୟ ମିନି ମାରାଥନ

ଯାଜପୁର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଦେଶବ୍ୟାପୀ ଏହାକୁ ଯୁବ ଦିବସ ରୂପେ ପାଳନ କରାଯାଏ । ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୨-୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୧ ରିଖ ରବିବାର ଧନୁ ୨୮ଦିନ ମାଘ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର  ଘାତ ବାର: ମେଷ ରାଶିର ଆଜି: ଭେଜି…

ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ: ଗିରିରାଜ ସିଂହ  

ସମ୍ବଲପୁର/ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା…

ଉଦଘାଟିତ ହେଲା ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ: ପ୍ରଥମ ସନ୍ଧ୍ୟାରେ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ କଳା ପ୍ରଦର୍ଶନୀ  

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ରବିବାର ଦିନ ଉଦଘଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ । ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ…

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା…

ପୁଅରୁ ଝିଅ ପାଲଟିଥିବା ଏହିସବୁ କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ…

ମୁମ୍ବାଇ: ଜୀବନରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଏହା ମଧ୍ୟରୁ ଏପରି କିଛି ଘଟଣା ଅଛି ଯାହା ଆମ ମନକୁ ଦ୍ୱନ୍ଦ୍ୱରେ ପକାଏ ଯେ, ଏକା କ’ଣ ସତରେ ସମ୍ଭବ ? ତା’ ମଧ୍ୟରୁ ଯୁବକ ଯୁବତୀରେ ପରିଣତ ହେବା ଅନ୍ୟତମ । ଆସନ୍ତୁ ଜାଣିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ ଯେଉଁମାନେ…

ସୁଟିଂ ସେଟରେ ଗୁରୁତର ଆହତ ହେଲେ ଅଭିନେତା ଶାହିଦ କପୁର..

ମୁମ୍ବାଇ:ସୁଟିଂ ସମୟରେ ଗୁରୁତରଭାବେ ଆହତ ହୋଇଛନ୍ତି ବଲିଉଡ ଅଭେନେତା ଶାହିଦ କପୁର । ମିଳିଥିବା ସୂଚନା ଅନୁସାରେ, ଚଣ୍ଡୀଗଡରେ ଜର୍ସି ଫିଲ୍ମ ସୁଟିଂ ସମୟରେ ଏକ ବଲ୍ ତାଙ୍କ ମୁହଁରେ ବାଜିଥିଲା । ଏଥିରେ ତାଙ୍କ ଓଠ ଫାଟିଯିବା ସହ ମୁହଁ ମଧ୍ୟ ଫୁଲି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ…

ମାନସିକ ଚାପ ଶରୀର ଉପରେ ପ୍ରଭାବ ପକାଉଛି: ସ୍ୱାମୀନାଥନ୍

ଭୁବନେଶ୍ୱର: ମାନସିକ ଚାପ ମଣିଷର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଶରୀରର ଅନେକ କ୍ଷତି ମଧ୍ୟ ଘଟିଥାଏ । ଅତ୍ୟଧିକ ଚିନ୍ତା ମୃତ୍ୟୁର ଅନ୍ୟ ଏକ କାରଣ । ତେଣୁ ମଣିଷକୁ ସବୁ ସମୟରେ ଆନନ୍ଦିତ ରହିବା ଉଚିତ୍ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବକ୍ତା ଇ. ଭି.…