ଆଫଗାନିସ୍ତାନରେ ୩ ସପ୍ତାହରେ ୨୫୦ ସୈନ୍ୟଙ୍କ ମୃତ୍ୟୁ : ରିପୋର୍ଟ
କାବୁଲ: ଆଫଗାନିସ୍ତାନରେ ହିଂସା ଏବେ ବି ବଳବତର ରହିଛି । ରିପୋର୍ଟ ମୁତାବକ ୩ ସପ୍ତାହ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୨୫୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି । ୧୧ ଅଂଚଳରେ ତାଲିବାନ ଦ୍ୱାରା କରାଯାଇଥିବା ୨୨୦ ଆକ୍ରମଣରେ ଉପରୋକ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିବା ବ୍ୟତୀତ ୩୦୦ରୁ ଅଧିକ ଆହତ…