Latest Odisha News

ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଆଦାନୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ସାରା ଭାରତରେ ବନ୍ଦ ଡାକରା ସତ୍ତ୍ୱେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଜାରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳ ଠାରେ ଆଦାନି ଫାଉଣ୍ଡେସନ ସହଯୋଗରେ ଆଜି କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ…

ସଡ଼କ ସୁରକ୍ଷା ଲାଗି ସରକାରଙ୍କ କଡ଼ା ପଦକ୍ଷେପ; ପୋଲିସ ବିଭାଗ ୟୁସି ଦାଖଲ ନ’କଲେ ମିଳିବନି ପରବର୍ତ୍ତୀ ଅନୁଦାନ

ଭୁବନେଶ୍ୱର: ସଡ଼କ ସୁରକ୍ଷା ଲାଗି ଦିଆଯାଉଥିବା ଅର୍ଥର ହିସାବ ଦେଉନି ପୁଲିସ ବିଭାଗ । କମିଶନରେଟ୍ ପୁଲିସଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପୁଲିସ ଏହି ଅନୁଦାନ ଅର୍ଥର ହିସାବ ପ୍ରଦାନ କରୁନଥିବା ବେଳେ ଦୀର୍ଘଦିନ ହେବ ୟୁସି ଦାଖଲ କରୁନାହାଁନ୍ତି । କଟକ-ଭୁମନେଶ୍ୱର କମିଶନରେଟ୍ ପୁଲିସ ବର୍ତ୍ତମାନ…

ଗୁଣାତ୍ମକ ଶିକ୍ଷାକୁ ସରକାରଙ୍କ ଗୁରୁତ୍ୱ; ୧୦ରେ ହେବ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ

ଭୁବନେଶ୍ୱର: ଜାନୁଆରୀ ୧୦ତାରିଖରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେବେ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ…

ମହିଳାଙ୍କୁ ଘାରିଛି ପାଉଡ଼ର ଖାଇବା ନିଶା; ୧୫ ବର୍ଷରେ ଖର୍ଚ୍ଚ କଲେଣି ୮ ଲକ୍ଷ ଟଙ୍କା !

ଭୁବନେଶ୍ୱର: ସାଧାରଣତଃ ମହିଳାମାନେ ସଜେଇ ହେବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନଙ୍କୁ ସ୍ନୋ, ପାଉଡର, ଲିପଷ୍ଟିକ ଭଳି ବିଭିନ୍ନ ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ରହିଥାଏ। ତେବେ ଆଜି ଆମେ ଆପଣଙ୍କ ଜଣେ ଅଦ୍ଭୁତ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ଯାହାଙ୍କର ପାଉଡର ପ୍ରତି ରହିଛି…

ସାମ୍ନାକୁ ଆସିଲା ‘ଅବତାର-୨’ ର ପ୍ରଥମ ଲୁକ..

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କାମରେନଙ୍କ ଅବତାର ଫିଲ୍ମ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା ବେଳେ ଅବତାର-୨ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏପରି କି ଏହା ୨୦୦୯ର ସର୍ବାଧିକ ଆୟ କରିବା ଫିଲ୍ମରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ନିକଟରେ ଅବଶ୍ୟ ଆଭେଞ୍ଜର୍ସ:ଦି ଏଣ୍ଡ…

ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ…

ପର୍ଯ୍ୟଟନ ମାନଚିତ୍ରରେ ଢେଙ୍କାନାଳ; ପ୍ରାକୃତିକ ନୈସର୍ଗିକତାର ଗନ୍ତାଘର

ମହିମା ଧର୍ମର ଏନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି । ବ୍ରାହ୍ମଣୀର ପାଣି, ଖଣିଜ ସମ୍ପଦ ଜନଜୀବନକୁ ପରିପୁଷ୍ଟ କରି ଗଢ଼ିତୋଳିଛି ଏଠାରେ । ଜୈବ ବିବିଧତା, ଶତାଧିକ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ…

ଭାରତ ବନ୍ଦ: ତଣ୍ଡ ଗଣିବେ ବିନା ହେଲମେଟରେ ରାଲି କରୁଥିବା ବାଇକ ଚାଳକ

ଭୁବନେଶ୍ୱର: ଭାରତ ବନ୍ଦ ସମୟରେ ବିନା ହେଲମେଟରେ ରାଜଧାନୀରେ ରାଲି କରୁଥିବା ଆନ୍ଦୋଳନକାରୀମାନେ ଜୋରିମାନା ଦେବେ ବୋଲି ବୁଧବାର ଦିନ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। "ଆଇନ ସମସ୍ତଙ୍କ ପାଇଁ ସମାନ । ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ରେ…

ଏହିଭଳି ଭାବରେ ରିଷ୍ଟୋର କରନ୍ତୁ ହ୍ଵାଟ୍ସଆପରେ ଡିଲିଟ ହୋଇଯାଇଥିବା ମେସେଜ !

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ଆବାଳ ବୃଦ୍ଧ ବନିତା ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ବିଶେଷ କରି ହ୍ଵାଟ୍ସଆପ ଓ ଫେସବୁକ ସହ । ହ୍ଵାଟ୍ସଆପ ଆମର ଉଭୟ ପର୍ସନାଲ ଓ ପ୍ରଫେସନାଲ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହା ମାଧ୍ୟମରେ ଅନେକ ଦରକାରୀ କାର୍ଯ୍ୟ…