Latest Odisha News

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା…

ଜିଏସଟି ଠକେଇ ଅଭିଯୋଗରେ ମୈଥନ ଇସ୍ପାତର ୨ ଅଧିକାରୀ ଗିରଫ

ଯାଜପୁର: ପାଖାପାଖି ୨୩ କୋଟି ଟଙ୍କାର୍ ଜିଏସଟି ଠକେଇ ଅଭିଯୋଗରେ ସୋମବାର ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ମୈଥନ ଇସ୍ପାତର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି ! ଜିଏସଟି ଗୁଇନ୍ଦାର ଭୁବନେଶ୍ୱର ଜୋନାଲ ୟୁନିଟ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ…

ବୁଲିଯାନ୍ତୁ ରାଜ୍ୟର ଏହିସବୁ ତୀର୍ଥସ୍ଥଳୀ; ଯେଉଁଠି ଭରି ରହିଛି ପ୍ରାକୃତିକ ଶୋଭାରାଜି

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୧-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୭ ରିଖ ମଙ୍ଗଳ ବାର ଧନୁ ୨୩ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ; ଦେବାଶିଷ ପଣ୍ଡା ହେଲେ ଟପ୍ପର୍

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା – ୨୦୧୮ର ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଓଏଏସ୍ ପରୀକ୍ଷାରେ ପ୍ରଥମ ହୋଇଛନ୍ତି । ଦେବାଶିଷ ପଣ୍ଡା ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍ ଡିଭିଜନ ଅନ୍ତର୍ଗତ ଜକାଇକଳା ଗ୍ରାମର ବାସିନ୍ଦା । ଦେବାଶିଷଙ୍କ ଉଭୟ ବାପା ମାଆ…

ଭୁବନେଶ୍ୱରରେ ଫେବୃଆରୀ ୨୨ରୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା; ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନୀତିଗତ ନିଷ୍ପତି ନେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଖେଲୋ ଇଣ୍ଡିଆ…

ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ଦେଇ ରେକର୍ଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ‘ଗ୍ରୁପ-ଏ’ଠାରୁ ଆରମ୍ଭ କରି ‘ଗ୍ରୁପ-ଡି’ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି। ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି…

ଶିକ୍ଷା ଓ ଅନୁସନ୍ଧାନ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା ହିଁ ସଶକ୍ତ ଭାରତ ଗଠନ ସମ୍ଭବ: କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲ

ଭୁବନେଶ୍ୱର: ‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ । ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି…

ନୂଆ ବିଲ୍ଡିଂ ସହ ଅଧିକ ଶଯ୍ୟା ବିଶିଷ୍ଟ ହେବ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତ୍ତି ନେଇଛନ୍ତି। ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ପ୍ରତିକ୍ରିୟା ଓ ଡାକ୍ତର ମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ…

ବଢ଼ିଲା ବସ ଭଡା; ସାଧାରଣ ୧, ଡିଲକ୍ସ ୨ ପଇସାକୁ ବୃଦ୍ଧି

ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ବଜାରରେସି ଡିଜେଲର ଦରବୃଦ୍ଧି ଘଟିବା ପରେ ଓଡିଶା ସରକାର ସୋମବାର ଦିନ ସମସ୍ତ ଶ୍ରେଣୀ ବସର ଭଡା ବୃଦ୍ଧି କରାଇଛନ୍ତି । ସାଧାରଣ(ଅର୍ଡିନାରି) ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବା ବେଳେ ଏକ୍ସପ୍ରେସ୍ ବସ ପାଇଁ ମଧ୍ୟ କିଲୋମିଟର ପିଛା ସେହି ୧…