Latest Odisha News

BREAKING NEWS

ଜୀବନରେ ବିଷାଦର କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷ ଯେତେବେଳେ ନିଜ ଜୀବନରେ କିଛି ଆଶାର ସମ୍ଭାବନା ଦେଖିପାରେ ନାହିଁ, ସେତେବେଳେ ସେ ବିଷାଦର ସ୍ଥିତିକୁ ଚାଲିଯାଏ । ଦୀର୍ଘ ଦିନ ଧରି ବିଷାଦର ସ୍ଥିତିରେ ରହିଲେ ତାର ଜୀବନ ପ୍ରତି ଲୋଭ ତୁଟିଯାଏ । ଆମେ ଜାଣିଛେ ଛାତ୍ରମାନେ ନିଜ…

ପୁରୀ ଜିଲ୍ଲାରୁ ଗିରଫ ହେଲେ ୫ ଦୁର୍ଦ୍ଦାନ୍ତ ଅପରାଧୀ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ମିଳିଥିବା ସୂଚନା ଅନୁସାରର, ଅନେକ ଦିନ ହେବ ଏମାନେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ଲୁଟ୍ କରୁଥିଲେ । କୌଶଳ କ୍ରମେ ସ୍ଥାନୀୟ ପୁଲିସ ଏହି ୫ ଅପରାଧୀଙ୍କୁ ଗିରଫ…

ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ

ବାଲେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାର୍କେଟରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୭-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା୨୩ ରିଖ ଗୁରୁବାର କର୍କଟ ୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

ଏହି ରୀତିନୀତି ସହ ନିୟମିତ କରନ୍ତୁ ସୂର୍ଯ୍ୟ ଦେବଙ୍କୁ ପୂଜା: ପାଇବେ ମନୋବାଞ୍ଛିତ ଫଳ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଚଳନ୍ତି ପ୍ରତିମା ସୂର୍ଯ୍ୟ ଦେବ । ସୂର୍ଯ୍ୟ ଦେବତାଙ୍କ ପାଇଁ ରବିବାରଟି ସମର୍ପିତ ଅଟେ। ମାତ୍ର ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ଜାଣନ୍ତୁ... ନିୟମିତ ସ୍ନାନ ପରେ ପ୍ରାତଃ କାଳରେ…

ଜୁଲାଇ ୨୫ ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୨୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଦକ୍ଷିଣ-ପାଶ୍ଚୁମ ମୌସୁମୀ ଓଡିଶା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲାକୁ ୨୫ ତାରିଖ…

ଓପୋ ଏଫ୧୫ ମଡେଲ ୪୮ ମେଗାପିକ୍ସେଲ କ୍ୟାମେରା ସହ ନୂଆ ଭ୍ୟାରିଆଣ୍ଟ ଲଞ୍ଚ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଓପୋ ଏହାର ଓପୋ ଏଫ୧୫ ସ୍ମାର୍ଟଫୋନର ନୂଆ ରାମ୍ ପ୍ରକାର ଭାରତରେ ଲଞ୍ଚ କରିଛି | ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରେ ଏହି ଓପୋ ସ୍ମାର୍ଟଫୋନର ୮ ଜିବି ରାମ୍ / ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ଓପୋ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଶୋକ ଗେହଲଟ୍

ଜୟପୁର: ରାଜସ୍ଥାନରେ ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି । ଗେହଲଟ୍ କହିଛନ୍ତି, କୋଭିଡ୍…

ହୁଣ୍ଡାଇ ଭେନ୍ୟୁର iMT ଏବଂ ସ୍ପୋର୍ଟ ଟ୍ରିମ୍ ଭାରିଆଣ୍ଟ ଲଞ୍ଚ,ବିନା କ୍ଲଚରେ ଚାଲିବ ଏସୟୁଭି

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଅଗ୍ରଣୀ ଯାନ ନିର୍ମାତା ହୁଣ୍ଡାଇ ଏହାର ପ୍ରସିଦ୍ଧ କମ୍ପାକ୍ଟ ଏସୟୁଭି ହୁଣ୍ଡାଇ ଭେନ୍ୟୁର ଦୁଇଟି ନୂତନ ପ୍ରକାର ଭାରତୀୟ ବଜାରରେ ଲଞ୍ଚ କରିଛି। ଗୋଟିଏ ହେଉଛି ନୂତନ ଇଣ୍ଟେଲିଜେଣ୍ଟ୍ ମାନୁଆଲ୍ ଟ୍ରାନ୍ସମିସନ୍ (iMT) ଟେକ୍ନୋଲୋଜି ପ୍ରକାର ଏବଂ ଅନ୍ୟଟି ହେଉଛି…

ବୌଦ୍ଧ ଓ କେନ୍ଦୁଝର ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କିଭଳି ଓ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ? ଦୁଇଟିଯାକ ହାତୀ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା…