Latest Odisha News

BREAKING NEWS

ନୂଆ ମୋଟର ଯାନ ଆଇନ’ ଲାଗୁ ହୋଇନଥିବା ରାଜ୍ୟରେ ଜାରି ହେବ ରାଷ୍ଟ୍ରପତି ଶାସନ !

ନୂଆଦିଲ୍ଲୀ: ନୂଆ ମୋଟର ଯାନ( ସଂଶୋଧନ) ଆଇନ-୨୦୧୯ ଅନୁସାରେ ଜୋରିମାନା ଆଦାୟ କରୁନଥିବା ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଜୋରିମାନ ରାଶି କମ୍ କରିଥିବା ରାଜ୍ୟ ଗୁଡିକୁ ସ୍ପଷ୍ଟ କରିଛି ଯେ,…

ଜାଡରେ ଥରୁଛି ସାରା ଓଡିଶା, ଆହୁରି କମିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ପୁଣି କମିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର…

କୋରାପୁଟ ଗସ୍ତରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

ଜୟପୁର: କୋରାପୁଟ ଜିଲ୍ଲା ହରଡାଗୁଡା ଗସ୍ତରେ ଯାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ନିଖୋଜ ହେବା ଘଟଣାରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବୋରିଗୁମ୍ମା ବ୍ଲକର ଆରଡବ୍ଲ୍ୟୁଏସଏସ୍ ଅଧିକାରୀଙ୍କ ଏକ ୫ ଜଣିଆ ଟିମ୍ ଗୋଟିଏ ନଳକୂପ…

ଭାରତ ବନ୍ଦ: ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁଜବ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଶାସକ ଦଳ ବିଜେଡି । ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏହାର ସମର୍ଥନ ଜଣାଇ ମଙ୍ଗଳବାର ଦିନ କହିଛନ୍ତି ଯେ, "ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ…

ଜେଏନୟୁ ଆକ୍ରମଣ: ଛାତ୍ର ସଂସଦ ସଭାପତିଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ କିଛିଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାମରେ ମଙ୍ଗଳବାର ଦିନ ପୋଲିସ ଏତଲା ଦାଏର କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

କେନ୍ଦ୍ରାପଡ଼ାର ଏହି ଚାଷୀଙ୍କୁ ଜାଣନ୍ତୁ; ମୋବାଇଲ୍ ପରାମର୍ଶରୁ କିପରି କରୁଛନ୍ତି ପ୍ରଚୁର ଫସଲ ଅମଳ !

କେନ୍ଦ୍ରାପଡ଼ା: ଏବେ ହାଇ-ଟେକ୍ ର ଯୁଗ । ଯଦି ସବୁକିଛି ଏହି ହାଇ-ଟେକ୍ ଯୁଗରେ ସମ୍ଭବ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାର ଉପଯୋଗ କରାଯାଇପାରିବ ନାହିଁ? ଏବେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ହୋଇ ପାଣିପାଗର ପୂର୍ବାନୁମାନ କରାଯାଇ ପାରୁଛି । ଉନ୍ନତ ଜ୍ଞାନ କୌଶଳର ଉପଯୋଗରେ ଚାଷରେ…

ଫେବ୍ରୁଆରୀ ୮ରେ ଦିଲ୍ଲୀ ନିର୍ବାଚନ; ଲାଗୁ ହେଲା ଆଚରଣ ବିଧି

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଅନୁଷ୍ଠିତ ହେବ ଦିଲ୍ଲୀରେ ବିଧାନସଭା ନିର୍ବାଚନ । ସେହିପରି ଭାବେ ଫେବୃଆରୀ ୧୧ରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ୍ ଆରୋରା ଏକ…

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମୁକାବିଲା; ବୁମରାହଙ୍କ ଉପରେ ନଜର

ଇନ୍ଦୋର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଏହାକୁ ଜିତିବା ପାଇଁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ଏହି ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।…

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା…

ଜିଏସଟି ଠକେଇ ଅଭିଯୋଗରେ ମୈଥନ ଇସ୍ପାତର ୨ ଅଧିକାରୀ ଗିରଫ

ଯାଜପୁର: ପାଖାପାଖି ୨୩ କୋଟି ଟଙ୍କାର୍ ଜିଏସଟି ଠକେଇ ଅଭିଯୋଗରେ ସୋମବାର ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ମୈଥନ ଇସ୍ପାତର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି ! ଜିଏସଟି ଗୁଇନ୍ଦାର ଭୁବନେଶ୍ୱର ଜୋନାଲ ୟୁନିଟ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ…