ଫ୍ୟାନରେ ଝୁଲି ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା; ପୁରୁଷବନ୍ଧୁ ଥାନାରେ ଅଟକ
ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଗୁରୁବାର ଦିନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ।
ମୃତା ଛାତ୍ରୀ ଜଣକ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର…