ଆଘାତ ଜନିତ କାରଣରୁ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନୀତା ଲାକ୍ରା
ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକି ଖେଳରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ସୁନୀତାଙ୍କର ଆଘାତ ଜନିତ ସମସ୍ୟା ଯୋଗୁଁ ସେ ହକି ଖେଳରୁ ଅବ୍ୟାହତି ନେଇଛନ୍ତି ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ…