Latest Odisha News

BREAKING NEWS

ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । Please dial 100 if any hospital…

ଲାଗୁନି ବ୍ରେକ୍‌, ଭୁବନେଶ୍ୱରରେ ପୁଣି ୮୭ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ…

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି । ଶୁକ୍ରବାର ବାରଣାସୀରେ ଏହି ମାମଲାରେ…

ଟିକା ପ୍ରସ୍ତୁତ ନ ହେବା ଯାଏଁ ମାନନ୍ତୁ କଟକଣା: ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ…

ମାଛ ମାର୍କେଟ ସିଲ୍‌, ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା: ଚିଲିକା କୂଳ ମାଛ ମାର୍କେଟ ସିଲ୍ । ୭ ଦିନ ପାଇଁ ମାଛ ମାର୍କେଟକୁ ସଟଡାଉନ୍ କରାଯାଇଛି । ଜଣେ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କରୋନା ଭୟରେ ୨ଟି ମାଛ ଗୋଦାମ ସହ ୩ଟି ଆଇସ୍ ଫ୍ୟାକ୍ଟରୀକୁ ସିଲ୍ କରାଯାଇଛି ।…

୩୮ ବର୍ଷରେ ପାଦ ଥାପିଲେ ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା

ଭୁବନେଶ୍ୱର: ବଲିଉଡର ଦେଶୀ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି ଜନ୍ମଦିନ । ସେ ୩୮ ବର୍ଷରେ ପାଦ ଦେଇଛନ୍ତି । ବରେଲିରୁ ହଲିଉଡ୍ ଭାୟା ବଲିଉଡ୍‌, ତାଙ୍କ ଯାତ୍ରା ଓ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ମାତ୍ର ୧୮ ବର୍ଷ ବୟସରେ ୨୦୦୦ ମସିହାରେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଅଦିତ୍ୟ ଚୋପ୍ରାଙ୍କୁ ୪ ଘଂଟା ଜେରା

ମୁମ୍ବାଇ: ଏବେବି ରହସ୍ୟ ଘେରରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା । ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’ ଓ ଭାଇଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି । ଏନେଇ ଜୋର୍‌ସୋର୍‌ରେ ପୋଲିସର ତଦନ୍ତ ଚାଲିଛି । ଏହାରି ଭିତରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୋଲିସ ଜେରା କରିସାରିଛି । ତେବେ ଆଜି…

ବାପାକୁ ପିଟି ପିଟି ମାରିଦେଲା ଡାକ୍ତର ପୁଅ

ଭୁବନେଶ୍ୱର: ବାପାକୁ ପିଟି ମରିଦେଲା ପୁଅ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଖଣ୍ଡଗିରି ଥାନା ଜଗମୋହନ ନଗରରେ ଡାକ୍ତର ପୁଅ ବାପାକୁ ପିଟି ପିଟି ମାରିଦେବା ଘଟଣା ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଛି । ପରିବାରିକ ଗଣ୍ଡୋଗଳକୁ ନେଇ ନିଜ ବାପାକୁ ହତ୍ୟା କରିଛି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: କଙ୍ଗନା କହିଲେ, ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇବେ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ଦ । ଏହାରି ଭିତରେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଆସିଛି ବଡ ବୟାନ । ବଲିଉଡରେ ପରିବାର ବାଦ୍ ଚାଲିଥିବା ନେଇ ଯଦି ପ୍ରମାଣ ନମିଳେ ତେବେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କଙ୍ଗନା କଡା…