Latest Odisha News

BREAKING NEWS

ଖୁବଶୀଘ୍ର ଟ୍ୱିନସିଟିରେ ହେବ ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍: ଡିଜିପି

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍ (ୟୁସିଆର) ସ୍ଥାପିତ କରାଯିବ ବୋଲି ପୋଲିସ ଡିଜି ଅଭୟ ଗୁରୁବାର ଦିନ କହିଛନ୍ତି । ସହରରେ କମିଶନରେଟ୍ ପୋଲିସର ୧୨ତମ ସ୍ଥାପନା ଦିବସ ସମାରୋହରେ ଡିଜିପି ଏନେଇ କହିଛନ୍ତି । ଏହାବ୍ୟତିତ ଓଡିଶା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ୧୯୮୭ ମସିହା ଆଜିର ଦିନରେ ପ୍ରାଣତ୍ୟାଗ କରିଥିଲେ । ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ଜନ୍ମନେଇଥିଲେ । ତାଙ୍କ ପିତାଙ୍କ…

କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଲା ୧୪ ବର୍ଷ; ସୁରକ୍ଷା ବ୍ୟବସ୍ଥା କଡାକଡି

କଳିଙ୍ଗନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୪ ବର୍ଷ ପୂର୍ତ୍ତିକୁ ‘ସହୀଦ ସ୍ମୃତି ଦିବସ’ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଦମକଳ ବାହିନୀ ନିଜେ ଫସିଯାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୨ୟ ଦିନ; ବନ୍ଦୀଶାଳାରେ ଜନ୍ମନେଲେ କୃଷ୍ଣ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୨ୟ ଦିନ । ଏହି ଅବସରରେ ପାପର ନାଶ କରିବା ପାଇଁ ବନ୍ଦୀଶାଳାରେ ମାତା ଦେବକୀଙ୍କ କୋଳମଣ୍ଡନ କରିଛନ୍ତି ପ୍ରଭୁ କୃଷ୍ଣ ଭଗବାନ । ଏଥିସହିତ ରାଜା ଉଗ୍ରସେନଙ୍କୁ ବନ୍ଦୀ କରିବା ପରେ ମଥୁରାର ମହାରାଜା ହୋଇଛନ୍ତି କଂସ । ତାଙ୍କର କ୍ରୁର…

କେନ୍ଦ୍ରାପଡାରେ ଟ୍ରକକୁ ପିଟିଲା କାର୍; ୨ ମୃତ ଓ ୩ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନ ବିହାର ଛକରେ ଏକ ଟ୍ରକ ପଛରେ ଗୋଟିଏ କାର୍ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ପ୍ରଣତି ପଣ୍ଡା ଓ ବିଜୟ ସାହୁ । ପ୍ରାପ୍ତ ସୂଚନାନୁଯାୟୀ ଦୁର୍ଘଟଣାରେ ଗୁରୁତର…

ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । “ମୁଁ ଖୁସି ଯେ ନୂଆ ବର୍ଷ ତଥା ନୂଆ ଦଶକ ପ୍ରାରମ୍ଭରେ, ଭାରତ ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୨-୦୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା୦୨ ରିଖ ଗୁରୁବାର ଧନୁ ୧୮ ଦିନ ପୌଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:…

ରାଜ୍ୟର ଏହି ୩ଟି ଜିଲ୍ଲାରେ ୨ ଦିନ ଧରି ହେବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଗତ କିଛିଦିନ ହେଲା ଘନ କୁହୁଡ଼ି ଓ ଥଣ୍ଡା କାକର ଯୋଗୁଁ ସାରା ଓଡ଼ିଶା ଶୀତରେ ଥରହର ହୋଇଥିବା ବେଳେ ଆସନ୍ତା ୨ ଦିନ ଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୧୧ ଜିଲ୍ଲାକୁ ୟେଲ୍ଲୋ ୱାଂର୍ଣ୍ଟି ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ, ଓଡ଼ିଶାର…