Latest Odisha News

BREAKING NEWS

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୮୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମ…

ରେକର୍ଡ ଭାଙ୍ଗୁଛି କରୋନା; ଗୋଟିଏ ଦିନରେ ଓଡିଶାରେ ୭୧୮ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ୭୧୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଗତ କିଛି ଦିନର ବ୍ୟବଧାନ ପରେ ଗୋଟିଏ ଦିନରେ ପଜିଟିଭ ସଂଖ୍ୟା ପୁଣି ସାତ ଶହ ପାର କରିଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ…

ଜମ୍ମୁ-କାଶ୍ମୀରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୋମବାର ସକାଳ ସୁତ୍ରରୁ ପ୍ରକାଶ।ପ୍ରାୟ ୪ଟା ୫୫ ମି. ସମୟରେ ୩.୯ ତୀବ୍ରତାର ଭୂକମ୍ପ ଝଟକା ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପରେ କୌଣସି ପ୍ରାଣ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ଆସି ନାହିଁ । ଗତ ଦୁଇ ଦିନ ମଧ୍ୟରେ ଭ ଦ୍ଵିତୀୟ ଭୂକମ୍ପ ।…

କ୍ରୋଧ ନିୟନ୍ତ୍ରଣ କରିବାର ସରଳ ଉପାୟ

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

ଦେଶରେ କରୋନା ତାଣ୍ଡବ: ୨୪ ଘଣ୍ଟାରେ ୩୫ ହଜାର ଆକ୍ରାନ୍ତଙ୍କ ସହ ୧୦ ଲକ୍ଷ ଟପିଲା ମୋଟ ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୪,୯୫୬ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୭ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୩,୮୩୨ ରେ…

ଜମ୍ମୁ-କାଶ୍ମୀର: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଭାବେ ଏହି ଅପରେସନ୍ ହୋଇଥିବା ସୂଚନା ମିଳିଛି। ତଥ୍ୟ ଅନୁସାରେ, ଉତ୍ତର କାଶ୍ମୀରର ସୀମାନ୍ତ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କ ଗଳାକାଟି ହତ୍ୟା !

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ସନ୍ଦେହ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ ଟାରେ ଭେଲଙ୍ଗ ଅଞ୍ଚଳର ମଧୁସୂଦନ ମଲିକଙ୍କ ପୁଅ ଟୁଟନ ମଲିକ(୨୨) ପେଟ୍ରୋଲ ପାଇଁ ନିକଟସ୍ଥ…

ଲେହରେ ପହଞ୍ଚିଲେ ରାଜନାଥ ସିଂହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ସକାଳୁ ସେ ଲେହରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ସେନାବାହିନୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଜନାଥଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଜେଲେରାଲ୍…

ପ୍ରଥମଥର ପାଇଁ ସୂର୍ଯ୍ୟଙ୍କର ନିକଟତମ ଫଟୋ ଉଠାଇଲା ନାସା, ଦେଖନ୍ତୁ ଚିତ୍ର

ଏକ ୟୁରୋପୀୟ ଏବଂ ନାସା ମହାକାଶଯାନ ସୂର୍ଯ୍ୟଙ୍କର ନିକଟତମ ଚିତ୍ର ଉତ୍ତୋଳନ କରିଛି, ଯେଉଁଠି ସବୁଆଡେ ଅଗଣିତ ଜ୍ୱଳନ୍ତା ପିଣ୍ଡ ମାନ ରହିଛି । ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ବୈଜ୍ଞାନିକମାନେ ଗୁରୁବାର ଦିନ ସୋଲାର୍ ଅର୍ବିଟର୍ ଦ୍ୱାରା ନିଆଯାଇଥିବା ପ୍ରଥମ ଚିତ୍ର ରିଲିଜ କରିଛନ୍ତି। ଗତମାସରେ…

ଆସୁଛି ଏହି ନୂଆ ବ୍ୟବସ୍ଥା: ଜଣାପଡ଼ିବ ଔଷଧ ନକଲି କି ଅସଲି !

ଭୁବନେଶ୍ୱର: ଔଷଧ ଅସଲି କି ନକଲି ଜାଣିବା ପାଇଁ ଆସୁଛି ଏକ ନୂଆ କୌଶଳ । ଏହାଦ୍ୱାରା ଗ୍ରାହକ ଠକେଇ ହେବାରୁ ବଞ୍ଚିତ ହେବା ନେଇ ଆଶା ପ୍ରକାଶ ପାଉଛି । ମିଳିଥିବା ସୂଚନା ଅନୁଯାୟୀ, ସବୁ ଔଷଧ ସାମଗ୍ରୀର ପ୍ୟାକ୍‌ ଉପରେ ରହିବ କ୍ବିକ୍‌ ରେସପନ୍ସ (କ୍ୟୁଆର୍‌) ​କୋଡ଼ । ଏହାଦ୍ୱାରା କେଉଁ ଔଷଧ…