Latest Odisha News

BREAKING NEWS

ପୁରୀ ଐତିହ୍ୟ କରିଡର ଯୋଜନାକୁ ଓଡିଶାବାସୀଙ୍କୁ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ହେରିଟେଜ୍ କରିଡର ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଲୋକସେବା ଭବନରେ ଘୋଷଣା କରିଥିଲେ । ଏହାବ୍ୟତିିତ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର…

ପୁରୀର ବିକାଶମୟ କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ

ପୁରୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପୁରୀର ବିକାଶ କାର୍ଯ୍ୟ ଲାଗି ଓଡିଶା ସରକାରଙ୍କର ପ୍ରଶଂସା କରିଛନ୍ତି । “ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟ ବାସ୍ତବରେ…

ବିଜେପି ନୂଆ ରାଜ୍ୟ ସଭାପତି ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ୨ କେନ୍ଦ୍ରୀୟ ନେତା ବିନୟ ସହସ୍ରବୁଦେ୍ଧ ଓ ଆରପି ସିଂହ ବିଜେପିର ନୂତନ ରାଜ୍ୟ ସଭାପତି ଦୌଡରେ ରହିଛନ୍ତି । ଏହି ମାମଲା ଉପରେ ବରିଷ୍ଠ ବିଜେପି ନେତାମାନଙ୍କ…

ନୂଆବର୍ଷ ପାଇଁ ସଜବାଜ ହୋଇ ଝଟକୁଛି ଶ୍ରୀମନ୍ଦିର

ପୁରୀ: ରାତି ପାହିଲେ ନୂଆବର୍ଷ । ସବୁଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗଙ୍କୁ ଆଲୋକମାଳାରେ ଝଲସୁଛି ଗାଁ ଠୁ ସହର। ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀ ସହରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ସଜେଇ ହେଲାଣି ପୁରୀ ମନ୍ଦିର । ନାନା ରକମର ଫୁଲ ସାଙ୍ଗକୁ ଚଟାଣ ଉପରେ…

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା; ୧୦ ଡିଗ୍ରି ତଳେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପାରଦ ୧୦ଡିଗ୍ରି ତଳକୁ ଖସିଥିବା ବେଳେ ଅନୁଗୁଳରେ ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ…

ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ

ନୂଆଦିଲ୍ଲୀ: ଦେଶର ୨୮ ତମ ଆର୍ମି ମୁଖ୍ୟ ଭାବେ ଜେନେରାଲ୍ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ । General Manoj Mukund Naravane takes over as the 28th Chief of Army Staff, succeeding General Bipin Rawat.…

ରାଜ୍ୟସଭାର ପୂର୍ବତନ ସଦସ୍ୟ ଏଭି ସ୍ୱାମୀଙ୍କ ବିୟୋଗ

ନୂଆପଡା: ରାଜ୍ୟସଭାର ପୂର୍ବତନ ସଦସ୍ୟ ଏ ବିଶ୍ୱନାଥ ସ୍ୱାମୀଙ୍କର ମଙ୍ଗଳବାର ଦିନ ନୂଆପଡା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ନେଇ ପୁଅ ସୁରେଶ ଆଚାରୀ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ,…

ମାର୍ଚ୍ଚ ୩୧ ଯାଏଁ ବଢିଲା ଆଧାର ସହ ପାନ କାର୍ଡ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି । ଏହି ଅବଧି ଆସନ୍ତା ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିବା ଫଳରେ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ଥୀ ମିଳିଛି । ଏହି ଲିଙ୍କ୍ କରିବାର ଶେଷ ତାରିଖ ପୂର୍ବରୁ…

ନୂଆବର୍ଷର ସଂକଳ୍ପ: ଆଗକୁ ବଢୁ ସାମୂହିକତା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ନୂଆ ବର୍ଷ କେବଳ ଦୀର୍ଘ ସମୟକୁ ଭାଗ ଭାଗ କରିବାର ଏକ ବତୀ ଖୁଂଟ ନା ତା ଠାରୁ ବି ଅଧିକ କିଛି! ନୂଆ ବର୍ଷ କ’ଣ କେବଳ ପୁରୁଣା କ୍ୟାଲେଣ୍ଡର ଜାଗାରେ ନୂଆ କ୍ୟାଲେଣ୍ଡର! ନୂଆ ବର୍ଷରେ କ’ଣ ସତରେ କିଛି ନୂଆ ଥାଏ, ନାଁ କେବଳ ମାତ୍ର ଖାତା…

ଅନୁଗୁଳର ଉଷ୍ଣପ୍ରସବଣ: ଦେଉଳିଝର ଆସନ୍ତୁ, ମଜ୍ଜା ନିଅନ୍ତୁ…

ଅନୁଗୁଳ: ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଥିବା ଏକ ଉଷ୍ଣପ୍ରସ୍ରବଣ । ଏଠାରୁ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ…