ଭାରତୀୟ ରେଳର ବଡ଼ ଉପଲବ୍ଧି; ୨୧୬ ଦିନରେ ତିଆରିକଲେ ୩୦୦ ଇଞ୍ଜିନ !
ନୂଆଦିଲ୍ଲୀ:ସାଧାରଣତଃ ସରକାରୀ କାମ ଡେରି ରେ ହୋଇଥାଏ ବୋଲି ସମସ୍ତଙ୍କ ଧାରଣା ଥାଏ | ହେଲେ ଭାରତୀୟ ରେଳ ବିଭାଗ ଏହାକୁ ଭୁଲ ପ୍ରମାଣିତ କରିଛି ଓ ନିଜ ନାଁ ରେ ଥିବା ରେକର୍ଡ ଭାଙ୍ଗିଛି | ଭାରତୀୟ ରେଳ ପାଇଁ ଇଞ୍ଜିନ ତିଆରିକରୁଥିବା ଶାଖା ଚିତରଂଜନ ଲୋକୋମୋଟିବ ୱାକର୍ସ ଏହି ରେକର୍ଡ ସ୍ଥାପନ…