ଖେଳାଳିଙ୍କ ମୁହଁରେ ବାରବାଟୀର ପ୍ରଶଂସା; ପାଶୋରୀ ଗଲେ ସେହି କଳଙ୍କିତ ଅଧ୍ୟାୟ…
କଟକ: କଟକ ବାରବାଟୀ ଷ୍ଟାଡିୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମୁକାବିଲା । ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ ୪ ୱିକେଟରେ ପରାସ୍ତ କରି ସିରିଜ୍ ମଧ୍ୟ ହାତେଇଛି । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ କ୍ରିକେଟର ମଜ୍ଜା ନେଇଥିଲେ ଓଡ଼ିଶାର…