Latest Odisha News

BREAKING NEWS

ମାଲକାନଗିରିରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ‘ଜାହାଜ ସ୍କୁଲ’ !

ମାଲକାନଗିରି: ମାଲାକାନଗିରିରେ ଜାହାଜ ସ୍କୁଲ । ଏହି ଉକ୍ତି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକପ୍ରକାର ସତ । ଛାତ୍ରଛାତ୍ରୀମାନଙ୍କୁ ଦୈନିକ ସ୍କୁଲ ଆସିବା ଲାଗି ଉତ୍ସାହିତ ତଥା ଆକର୍ଷିତ କରିବା ଲାଗି ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ।…

ଜିଲ୍ଲାପାଳଙ୍କ ମାନବୀୟତା; ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ନେଲେ

ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ। ଏନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ…

ବଲାଙ୍ଗିରରେ ଜଳିଗଲା ବିପୁଳ ପରିମାଣର ଧାନଶସ୍ୟ

ବଲାଙ୍ଗିର: ବଲାଙ୍ଗିର ସହରର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗିଶୂର୍ଡା ଗ୍ରାମରେ ଏକ ଧାନଖଳାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଧାନ ଶସ୍ୟ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଆଁଲାଗି ପ୍ରାୟ ୨୦୦…

ବାରବାଟୀରେ ଟସ୍ ଜିତିଲେ ବିରାଟ; ୱେଷ୍ଟଇଣ୍ଡିଜକୁ ଦେଲେ ବ୍ୟାଟିଂ…

କଟକ: ଐତିହାସିକ କଟକ ସହରରେ ଆଜି ବହୁଛି ପ୍ରବଳ କ୍ରିକେଟ ହାୱା । ବାରବାଟୀ ଷ୍ଟାଡ଼ିୟମ ଭିତରେ ୪୫,୦୦୦ରୁ ଅଧିକ ଦର୍ଶକ ୱେଷ୍ଟଇଣ୍ଡିଜ ବନାମ ଭାରତ ମ୍ୟାଚକୁ ଉପଭୋଗ କରୁଥିବା ବେଳେ ସାରା ଓଡ଼ିଶାର କ୍ରିକେଟପ୍ରେମୀ ଟିଭି ପରଦାରେ ଏହି ମ୍ୟାଚର ମଜ୍ଜା ନେଉଛନ୍ତି । ଭାରତୀୟ କପ୍ତାନ ଟସ୍ ଜିତି…

ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟ ମନ୍ଦିର; କାହିଁକି ଏଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ, ଜାଣନ୍ତୁ…

ପୁରୀ: ମହାନ ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାଳୁମାନେ ଆଦିତ୍ୟ ନାରାୟଣ ଭାବେ ପୂଜା କରିଥାଆନ୍ତି । ଲୋକକଥା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନର ପୁରୀ ଶ୍ରୀମନ୍ଦିରସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିର ଧର୍ମଦେବତାଙ୍କ ସକାଶେ ନିର୍ମାଣ କରାଯାଇଥିଲା । ନବଗ୍ରହ ମନ୍ଦିର ନିକଟରେ…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ଦାରିଙ୍ଗବାଡିରେ ପାରଦ ୭.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ଆଜି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୯.୮ ଡିଗ୍ରି ସେଲସିୟସ୍ ରହିଥିଲା । ସେହିପରି…

ଏଡିଜି ପାହ୍ୟାକୁ ପଦୋନ୍ନତି ହେଲେ ଓଡିଶାର ୪ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା ସରକାର ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଦିନ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,୧୯୯୫ ବ୍ୟାଚର ଅଧିକାରୀ ରାଧା କିଶନ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ…

ବାରବାଟୀର ଅଜଣା କଥା; କେବେ କେତେ ଦିନିକିଆ କେଉଁ ଦଳ ଖେଳିଛନ୍ତି ଜାଣନ୍ତୁ…

କଟକ: କେବଳ ଓଡ଼ିଶା ନୁହେଁ ଭାରତୀୟ କ୍ରିକେଟ ଇତିହାସରେ କଟକ ବାରବାଟୀ ଷ୍ଟାଡ଼ିୟମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରିକେଟ ଷ୍ଟାଡ଼ିୟମରେ ବିଶ୍ୱକପ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ଦଳ ସମେତ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ରାଷ୍ଟ୍ର ଗୁଡ଼ିକ ଏହି ପଡ଼ିଆରେ ମ୍ୟାଚ…

ଆଜି ବାରବାଟୀ ଦିନିକିଆ; ଭାରତ ନା ୱେଷ୍ଟଇଣ୍ଡିଜ୍ ? କିଏ ଜିତିବ ବାଜି

ବାରବାଟୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୧-୧ରେ ବରାବର ଥିବା ସିରିଜକୁ ଜିତିବା ଲକ୍ଷ୍ୟନେଇ ଉଭୟ ଭାରତ ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୨-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୨ ରିଖ ରବିବାର ଧନୁ ୦୭ ଦିନ ପୌଷ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଘାତ ବାର-: ମେଷ ରାଶିର ଆଜି:…