ଜାଣନ୍ତୁ, ଶ୍ରୀମନ୍ଦିର ନୀଳଚକ୍ରରେ ଚଢି ଚୂନେରା ସେବକ କିପରି ବାନ୍ଧନ୍ତି ବାନା !
ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭକ୍ତ ଜାଣିଥାଏ ନୀଳଚକ୍ରର ଗୁରୁତ୍ୱ । ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ଏହି ଚକ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦୂରରୁ ଅନେକ ଆଶା ଓ ବିଶ୍ୱାସ ମନରେ ଜୁଟାଇ ଦେଇଥାଏ । ନୀଳଚକ୍ର ଦେଖାଗଲାଣି.... ଏଥର ଆଉ ବେଶି ଦୂର ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ।…