Latest Odisha News

BREAKING NEWS

ଆବିଦଙ୍କ ବିରଳ ବିଶ୍ୱରେକର୍ଡ: ପଦାର୍ପଣ ଟେଷ୍ଟ-ଦିନିକିଆରେ କଲେ ଶତକ ଅର୍ଜନ !

କରାଚୀ: ଅନ୍ତର୍ଜାତୀୟ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ପାକିସ୍ତାନ ଓପନର ଆବିଦ ଅଲୀ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଟେଷ୍ଟ ଏବଂ ଦିନିକିଆ…

ଜାଣନ୍ତୁ, ‘ଧନୁ ସଂକ୍ରାନ୍ତି’କୁ ନେଇ କ’ଣ ରହିଛି କିମ୍ବଦନ୍ତୀ…

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ସମେତ ପୁରପଲ୍ଲୀରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପବିତ୍ର ‘ଧନୁ ସଂକ୍ରାନ୍ତି’ ପାଳନ କରିଛନ୍ତି । ଏଥିସହିତ ଖଇ, ଘିଅ, ଗୁଜୁରାତି, ଡାଲଚିନି, କାଜୁ, ନଡିଆ ପାତି ଓ ଚିନିର ସମ୍ମିଶ୍ରଣରେ ପ୍ରସ୍ତୁତ ମୁଆଁ ତଥା ଉଖୁଡାକୁ ଠାକୁରଙ୍କ ନିକଟରେ ଅର୍ପଣ…

ବାରବାଟୀ ଷ୍ଟାଡିୟମ: କିଛି କଥା, କିଛି ବେଦନା…

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ଗୁଗଲୀ’... ଏଇ ରବିବାର ମାନେ ଡିସେମ୍ବର ୨୨ ତାରିଖ ଦିନ ପୁଣି ଝଲସି ଉଠିବ ଆମ ବାରବାଟୀ ଷ୍ଟାଡିୟମ । ଶେଷ ଦିନିକିଆରେ ବାଜିମାତ୍ କରିବାକୁ ଲଢେଇ କରିବେ ଇଣ୍ଡିଆ ଓ ଇଣ୍ଡିଜ । ଜଣେ କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ଭାଷ୍ୟକାର ତଥା ଜଣେ ନିରୋଳା ଖେଳ ପାଗଳ…

ଜାଣନ୍ତୁ, ଝାଡ଼ଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ କେଉଁ ୧୫ଟି ଆସନରେ ଚାଲିଛି ମତଦାନ…

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ସୋମବାର ଦିନ ୧୫ଟି ଆସନରେ ଆରମ୍ଭ ହୋଇଛି ଭୋଟଗ୍ରହଣ । ଏହି ୧୫ଟି ଆସନରେ ସକାଳ ୭ଟାଠାରୁ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ । Fourth phase of polling begins in Jharkhand for 15 Assembly seats Read @ANI Story…

ଜଳିଗଲା ୩୦ରୁ ଅଧିକ ଘର; ବହୁ ସମ୍ପତ୍ତି ନଷ୍ଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ସୁନାଥର ଗ୍ରାମସ୍ଥିତ ନୂଆସାହିରେ ସୋମବାର ଭୋର୍ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପାଖି ୩୦ରୁ ଅଧିକ ଘର ଜଳି ଧୂଳିସାତ ହୋଇପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ…

ବାରବାଟି ଦିନିକିଆ ମ୍ୟାଚ୍: ଆଜିଠୁ ଆରମ୍ଭ ହେଲା ଅଫଲାଇନ ଟିକେଟ ବିକ୍ରି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଅଫଲାଇନ ଟିକେଟ ବିକ୍ରି ସୋମବାର ଠାରୁ ଆରମ୍ଭ ହୋଇଛି । ଆଗାମୀ ୨ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ…

ଦୀର୍ଘଦିନ ଧରି କାଶ ହେଉଛି କି? ଏହା କ’ଣ ହୋଇପାରେ ଜାଣନ୍ତୁ…

ଭୁବନେଶ୍ୱର: ଡାକ୍ତରଙ୍କ ମତରେ, କାଶ କୌଣସି ରୋଗ ନୁହେଁ । ଶରୀରରେ କୌଣସି ରୋଗ ହେଲେ ଏହା ତାର ସଂକେତ ହୋଇଥାଏ । ତେଣୁ କାଶକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । କାରଣ କାଶ ଯୋଗୁ ଫୁସ୍‌ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ। କୌଣସି ଏକ ରୋଗ ପୂର୍ବରୁ କାଶ ପ୍ରଥମେ ସଂକେତ…

ଜେଏମଏମ-କଂଗ୍ରେସ ଓ ବିଜେପିର ଏହି ୧୦ ହେଭିୱେଟଙ୍କ ଆଜି ହେଉଛି ଭାଗ୍ୟ ପରୀକ୍ଷା

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ସମୁଦାୟ ଆସନ ସଂଖ୍ୟା ହେଉଛି ୮୧ । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ପର୍ଯ୍ୟନ୍ତ ଯେଉଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ୧୫ଟି ଆସନରେ ଆଜି ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି । ଝାଡ଼ଖଣ୍ଡର ଶାସକ ବିଜେପି ବିରୋଧୀ କଂଗ୍ରେସ ଓ…

ଶକ୍ତିଶାଳୀ ଶିବ ପଞ୍ଚାକ୍ଷରୀ ମନ୍ତ୍ର: କେଉଁ ସମୟରେ ଜପ କଲେ ପାଇବେ ନିଶ୍ଚିତ ଫଳ, ଜାଣନ୍ତୁ…

ଭୁବନେଶ୍ୱର: "ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ “ଓଁ ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ । ସ୍କନ୍ଦ…

ପ୍ରତିଦିନ କାହିଁକି ଗାୟତ୍ରୀ ମନ୍ତ୍ର ଜପ କରିବା ଜରୁରୀ; ଜାଣନ୍ତୁ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଅନେକ ମହତ୍ତ୍ୱ ରହିଛି ।ବେଦରେ ମଧ୍ୟ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବେଦ ଅନୁଯାୟୀ, ଯଦି ଆପଣ ନିୟମିତ ୩ ଥର ଗାୟତ୍ରୀମନ୍ତ୍ରର ଜପ କରନ୍ତି , ତେବେ ନକରାତ୍ମକ ଶକ୍ତି ଠାରୁ ଆପଣ ସବର୍ଦା ଦୂରରେ ରହିବେ। ଏହି…