ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଏଣ୍ଡାଓମେଣ୍ଟ ଫଣ୍ଡ’ର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ
ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟକୁ ଆହୁରି ଉନ୍ନତିକରଣ କରିବା ତଥା ଏହାର ଉତ୍ତିଭୂମୀ ବିକାଶ ନିମନ୍ତେ ସହଯୋଗର ହାତ ବଢାଇବା ପାଇଁ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଣ୍ଡାଓମେଣ୍ଟ ଫଣ୍ଡ (ବୃତ୍ତି ପାଣ୍ଠି)…