Latest Odisha News

BREAKING NEWS

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର: ସରକାରୀ କାର‌୍ୟ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନି କାର‌୍ୟ୍ୟ କରିବେ । ଯାଜପୁରରେ କରୋନା ସଂକ୍ରମଣ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା…

ଛତ୍ରପୁର ଏନଏସିରେ ୭ ଦିନିଆ ସଟଡାଉନ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନ ଗଞ୍ଜାମ ପ୍ରଶାସନ ଛତ୍ରପୁର ଏନଏସି ଅଞ୍ଚଳରେ ସାତ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି ସଟଡାଉନ ଜୁନ୍ ୩୦ରୁ ଜୁଲାଇ ୬ ଯାଏଁ ଜାରି ରହିବ। ଛତ୍ରପୁର ଏନଏସିରୁ ନଅଟି ଆକ୍ଟିଭ…

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଟେଷ୍ଟ କରାଯିବ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଜନସଂଖ୍ୟା ଆବଦ୍ଧ ଅଂଚଳରେ ଟେଷ୍ଟ କରାଯାଉଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ, ବାହୁଡା…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଆଜି ୨୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୫ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର । ତେବେ ବଡ କଥା ହେଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ସେମାନେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି…

ଭୁବନେଶ୍ୱରରେ ପଶିଲା ହାତୀ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ତର୍ଗତ ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ଏକ ଜଙ୍ଗଲୀ ହାତୀ ପ୍ରବେଶ କରିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ନିକଟସ୍ଥ ବୁଦବୁଦିଆ ଫରେଷ୍ଟ ରେଞ୍ଜରୁ ଏହି ହାତୀଟି ଆସି ସହର ମଧ୍ୟରେ ପ୍ରବେଶ କରିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅନୁମାନ…

୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ଗଜପତିରେ ନର୍ସିଂହୋମ ସିଲ୍

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଏକ ନର୍ସିଂହୋମର ତିନିଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ଏହାକୁ ସିଲ୍ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ସାତଟି ନୂଆ କରୋନା ମାମଲା ମଧ୍ୟରେ ଉକ୍ତ କର୍ମଚାରୀମାନେ ରହିଛନ୍ତି।…

ବଡଦାଣ୍ଡ ମୋତେ ମନା ରେ କାଳିଆ…

ବଡଦାଣ୍ଡ ମୋତେ ମନା ରେ କାଳିଆ... ସନ୍ତୋଷ କୁମାର ମିଶ୍ର ବଡଦାଣ୍ଡ ମୋତେ ମନା ରେ କାଳିଆ ବଡ଼ଦାଣ୍ଡ ମୋତେ ମନା ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି ହୃଦୟେ ବସିବୁ ଆ.. ରେ କାଳିଆ ହୃଦୟେ ବସିବୁ ଆ....(0) ପହଣ୍ଡି ବିଜେ ରେ ସେବାୟତ ମେଳେ ଆସିଲୁ ତୁ…