Latest Odisha News

BREAKING NEWS

ବିବାହ ଦିନ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଗଞ୍ଜାମ : ବିବାହ ଆଗରୁ ଉଦ୍ଧାର ହେଲା ନାବାଳିକା ଝିଅ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଗ୍ରାମ ସିଦ୍ଧେଶ୍ଵର କଲୋନୀ ର ଜୈନକ ବ୍ୟକ୍ତି ନିଜ ନାବାଳିକା ଝିଅର ବାହାଘର କରାଉଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ବାହାଘରରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ତାର ବିବାହକୁ ଅଟକାଇ ଥିଲେ।…

ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ: ଆଉ ବର୍ଷେ ବଢ଼ିଲା ଆଟର୍ଣ୍ଣି ଜେନେରାଲ୍ କେ. କେ. ବେଣୁଗୋପାଳଙ୍କ କାର‌୍ୟ୍ୟକାଳ । ପୁନଃ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଆଜି ସରୁଥିଲା କେ. କେ.…

ଭାରତ-ଚୀନ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଥମୁନି । ଆଜି ତୃତୀୟ ଥର ଦୁଇ ଦେଶର ସେନା ମଧ୍ୟରେ ହେବ ଆଲୋଚନା । ଲେଫ୍ଟେନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚାନ ହେବ । ଇଷ୍ଟର୍ଣ୍ଣ (ପୂର୍ବ) ଲଦାଖରେ ଶାନ୍ତି ଫେରାଇ ଆଣିବା ସହ ସୀମାର ସମ୍ବେଦନଶୀଳ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା ହେବ । ଲାଇନ୍…

ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ସନ୍ଧ୍ୟା ୪ଟାରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ'ଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଭାରତ-ଚୀନ ସୀମା ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏଭଳି ସ୍ଥିତିରେ ମୋଦିଙ୍କ ଉଦବୋଧନ ବେଶ ଗୁରୁତ୍ୱ ରଖୁଛି । ଲଦାଖର ଗଲଓ୍ୱାନ ଘାଟି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୩୦-୬-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ   ତା ୩୦ ରିଖ  ମଙ୍ଗଳବାର ମିଥୁନ ୧୬ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ  ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର  ଘାତ ବାର-:   ମକର  ରାଶିର ଆଜି:  କଳମ୍ବୀ ଶାଗ   ଖାଇବା  ନିଷେଧ ଆଜି…

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ…

ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । Prime Minister @narendramodi will address the…

ଅନଲକ୍‌-୨ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ପ୍ରକାଶ ପାଇଲା ଅନଲକ୍ -୨ ପାଇଁ ନୂଆ ଗାଇଡଲାଇନ । ଏହି ଗାଇଡ ଲାଇନ ଅନୁସାରେ ଜୁଲାଇ ୩୧ ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସିନେମା ହଲ, ପାର୍କ ବନ୍ଦ ରହିବ ।…

ତେଜିଲା ଠିକା ଓ ଆଉଟସୋର୍ସିଂ ଚାକିରି ଉଚ୍ଛେଦ ଦାବି; ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ୍ ଆନ୍ଦୋଳନ

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରି ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତକାଲି…

ଜୁଲାଇରେ କରୋନା ମୁକାବିଲା ଲାଗି ସରକାରଙ୍କ ରଣନୀତି; ଜିଲ୍ଲାପାଳ, ଏସପିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଜୁଲାଇ ମାସରେ କରୋନା ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ  ସୋମବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ  ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ…