Latest Odisha News

BREAKING NEWS

୮ ଦିନର ଯାଆଁଳା ଶିଶୁକୁ କରୋନା

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ମହାମାର ଦିନ ଦିନ ବେଶ୍ ଭୟାବହ ହେବାରେ ଲାଗିଛି । ଏବେ ଏହି ମହାମାରୀ କବଳରେ ପଡିଛନ୍ତି ୮ ଦିନ ଯାଆଁଳା ଶିଶୁ । ଦୁଇ ଯମଜ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି…

ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, ଜାଣନ୍ତୁ କ’ଣ ରହିଛି ବିଶେଷତା

ମନାଲି (ହିମାଚଳ ପ୍ରଦେଶ): ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, 'ଅଟଳ ଟନେଲ' । ସମୁଦ୍ର ପୃଷ୍ଠରୁ ପ୍ରାୟ ୧୦୦୦୦ ଫୁଟରୁ ଅଧିକ ଉଚ୍ଚରେ ଏହାକୁ ତିଆରି କରାଯାଇଛି । ବିଶ୍ୱର ଦୀର୍ଘତମ ରାଜପଥ ଟନେଲଭାବେ ଏହା ମନାଲିକୁ ଲେହ ସହିତ ସଂଯୋଗ କରିବ । ଏହି ଟନେଲର କାର୍ଯ୍ୟ ଶେଷ ହେବାର…

ସ୍ୱଚ୍ଛ ପୁରୀ ପ୍ରୟାସ, ଆରମ୍ଭ ହେଲା ‘ଲୋଗୋ ଓ ଟ୍ୟାଗ୍ ଲାଇନ’ ପ୍ରତିଯୋଗିତା

ପୁରୀ: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢ଼ିବା ପାଇଁ ‘ସ୍ୱଚ୍ଛ ପୁରୀ ପ୍ରୟାସ’ ଜରିଆରେ ଲୋଗୋ ଓ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ପୁରୀ ପୌରପାଳିକା ପ୍ରତିଯୋଗିତା ଆୟୋଜନ କରିଛି ।…

ମୌସୁମୀ ଅଧିବେଶନ: ୨୭ରେ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ବିଧଶୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ…

ବିଡେନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟ୍ରମ୍ପ, କହିଲେ ସେ ଡ୍ରଗ୍ସ ନିଅନ୍ତି

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ବିତର୍କରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଡ୍ରଗ୍ସ ନେଇଛନ୍ତି। ଜାତୀୟ ମତଦାନରେ ବହୁତ ପଛରେ ଥିବା ରିପବ୍ଲିକାନ୍ ନେତା ପ୍ରଥମେ ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କଟକ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲ୍‌ବାହୀ ଟ୍ରେନ୍ । କଟକ ଶିଖରପୁର ଲେବଲ କ୍ରସିଂ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଭଦ୍ରକରୁ ମାଲଗାଡିଟି ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି । ୧୦…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ…

ଜୟାଙ୍କ ଭାଷଣ ପରେ, ବଚ୍ଚନଙ୍କୁ ମିଳିଲା ପୋଲିସ ସୁରକ୍ଷା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ମୁମ୍ବାଇ ଘର ବାହାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀମତି ବଚ୍ଚନ କହିଛନ୍ତି। ଜୁହୁରେ ଥିବା…

ଭାଙ୍ଗିଲା ରେକର୍ଡ: ରାଜ୍ୟରୁ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୪୨୭୦ ଆକ୍ରାନ୍ତ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ…

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିହିଦେ ସୁଗା

ଟୋକିଓ: ଜାପାନର ସଂସଦରେ ବୁଧବାର ୟୋଶିହିଦେ ସୁଗାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ପଦ ଖାଲି ପଡିଥିଲା । ସୁଗାଙ୍କୁ ଶାସକ ଦଳର ନେତା ଭାବେ ନିର୍ବାଚିତ…