Latest Odisha News

BREAKING NEWS

ମହିଳା ପିଇଓ ମୃତ୍ୟୁ ଘଟଣା: ଆରଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧିମାନେ ହରିଦାସପୁର ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିବା ବେଳେ ରାଜ୍ୟ ସରକାର ଆରୁହାଁ ରାଜସ୍ୱ ଇନ୍ସପେକ୍ଟର (ଆରଆଇ)ଙ୍କୁ ନିଲମ୍ବିତ କରିବା ସହ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍…

ଗଞ୍ଜାମରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶଙ୍କର…

ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜନ୍ମବାର୍ଷିକୀ, ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ପରାଧିନ ଭାରତ ବର୍ଷରେ ବ୍ରିଟିଶ ଓ ମହାଜନ ଶାସନ ବିରୋଧରେ ଲଢେଇ କରି ସହିଦ ହୋଇଥିବା ବୀର ଲକ୍ଷ୍ମଣ ନାୟକଙ୍କ ଆଜି ଜନ୍ମବାର୍ଷିକୀ । ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଲକାନଗିରି ତାଲୁକର ତେନ୍ତୁଳିଗୁମ୍ମା ଗ୍ରାମରେ ୨୨ ନଭେମ୍ବର ୧୮୯୯ରେ ତାଙ୍କର ଜନ୍ମ । ତାଙ୍କ ପିତା…

ଖୋର୍ଦ୍ଧାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମେଶ୍ୱର ନିକଟସ୍ଥ ଜଙ୍ଗଲ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ ୨୦ରୁ ଉଦ୍ଧ୍ୱର୍ ହାତୀପଲ ଏହି ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲେ । ଆଜି ସକାଳେ ସ୍ଥାନୀୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୨ ରିଖ ଶୁକ୍ରବାର ବିଛା ୦୬ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର…

ସପ୍ତାହକ ମଧ୍ୟରେ ଓଡ଼ିଶାରେ ଶୀତ ଲହରୀ: ଆଇଏମଡ଼ି

ଭୁବନେଶ୍ୱର: କିଛିଦିନ ହେଲା ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାଇ ପାଇ ଚାଲିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି । ହିମାଳୟ ପାର୍ବତ୍ୟାଞ୍ଚଳରେ ଏବେ ଗତକିଛି ଦିନ ଧରି ତୁଷାରପାତ…

ପ୍ରକାଶିତ ହେଲା ‘ଓଟିଇଟି – ୨୦୧୯’ ପରୀକ୍ଷାଫଳ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବହୁ ପ୍ରତିକ୍ଷୀତ ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ପରୀକ୍ଷାଫଳ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ bseodisha.ac.in ରେ ପ୍ରକାଶିତ ହୋଇଛି । ଓଡ଼ିଶାର ଯେକୌଣସି ସରକାରୀ…

ଲିମକା ବୁକ ରେକର୍ଡରେ ପୁଣି ନାମ ଦରଜ କଲେ ପେପରମ୍ୟାନ୍ ଶଶାଙ୍କ

ଭୁବନେଶ୍ୱର: ଓଡ଼ିଶାର ପେପରମ୍ୟାନ ଭାବେ ପରିଚିତ ଶଶାଙ୍କ ଶେଖର ଦାସ ପୁଣି ଥରେ ‘ଲିମକା ବୁକ୍ ଅଫ ରେକର୍ଡ’ରେ ନିଜ ନାମ ଦରଜ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ସମ୍ପର୍କରେ ଲିମକା ରେକଡର଼୍ ସଂସ୍ଥା ପକ୍ଷରୁ ଇ-ମେଲ୍ ଯୋଗେ ଶଶାଙ୍କ ସୂଚନା ପାଇଛନ୍ତି । ସେ ଅଧିକ ବିଦେଶୀ…

ସୋନା ମହାପାତ୍ରଙ୍କ ଅଭିଯୋଗ ପରେ ‘ଇଣ୍ଡିଆନ୍ ଆଇଡ଼ଲ’ରୁ ବିଦା ହେଲେ ଅନୁ ମଲ୍ଲିକ୍

ଭୁବନେଶ୍ୱର: ମିଠୁ ଅଭିଯୋଗରେ ବଲିଉଡର ପ୍ରଖ୍ୟାତ ମୁ୍ୟଜିକ୍ କମ୍ପୋଜର୍ ଅନୁ ମଲ୍ଲିକ ‘ଇଣ୍ଡିଆନ ଆଇଡ଼ଲ’ ସିଜନ୍ – ୧୧ରୁ ବାଦ ପଡ଼ିଛନ୍ତି । ଅନୁ ମଲ୍ଲିକଙ୍କ ବିରୋଧରେ ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ଏହି ଲୋକପ୍ରିୟ ଟିଭି ଶୋ’ରୁ ବହିଷ୍କାର…

ଅଚାନକ ଡ଼ିଜିପି ବଦଳାଇବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାତିରେ ଅଚାନକ ଭାବେ ଓଡ଼ିଶା ପୋଲିସ ମହାନିଦେ୍ର୍ଧଶକ (ଡ଼ିଜିପି) ଦାୟିତ୍ୱରେ ଥିବା ବରିÂ ଆଇପିଏସ ଅଧିକାରୀ ବିଜୟ କୁମାର ଶର୍ମାଙ୍କ ବଦଳି ନିଦେ୍ର୍ଧଶକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି…