ଓଡ଼ିଶା ସମଗ୍ର ଦେଶର ଏକ ଆଦର୍ଶ ରାଜ୍ୟ: କମଲ ହାସନ
ଭୁବନେଶ୍ୱର: ପ୍ରଖ୍ୟାତ ତାମିଲ୍ ଅଭିନେତା କମଲ୍ ହାସନ ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ ବୋଲି ମଙ୍ଗଳବାର ଦିନ କହିଛନ୍ତି ।
“ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ, ଆମେ ଏଠାରୁ ଜ୍ଞାନ ଆହରଣ କରି ଓଡ଼ିଶା ପରି ତାମିଲନଡୁର ବିକାଶ କରିବାକୁ ଚାହୁଁ । ଆମେ ସମସ୍ତ ରାଜ୍ୟଠୁଁ ପ୍ରେରଣା ପାଇଥାଉ ।…