Latest Odisha News

BREAKING NEWS

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ପ୍ରମାଣ ଅଭାବରୁ କାର୍ ଡ୍ରାଇଭରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପ୍ରମାଣ ନମିଳିବାରୁ ସୋମବାର ଦିନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଛାଡିଦେଇଛି । ଗତ ନଭେମ୍ବର ୭ ତାରିଖରେ ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘କିଏ ହେବ ମୋ ହିରୋଇନ୍’

ଭୁବନେଶ୍ୱର: ଏକ୍ସସେଲ୍ ମିଡିଆ ଦ୍ୱାରା ନିର୍ମିତ ‘କିଏ ହେବ ମୋ ହିରୋଇନ୍’ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ‘ଦେବଦାସ’ ଫିଲ୍ମର ଲିଡ୍ ହିରୋ ଅସିତ୍ ପାତ୍ରଙ୍କୁ । ଏକ୍ସସେଲ୍ ବ୍ୟାନରର ଏହା ୮ମ ଫିଲ୍ମ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ଭାବେ ରହିଛନ୍ତି ରବିନ୍ଦ୍ର ପଣ୍ଡା । ମୁମ୍ବାଇରେ…

କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ଶୋଭାକୁ ଦ୍ବିଗୁଣିତ କରିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଅତି ଶ୍ରଦ୍ଧାର ସହ ପାଳନ କରାଯାଏ । ଶ୍ରଦ୍ଧାଳୁ ମାନେ ବଢି ଭୋରୁ ଉଠି ନିଜ ନିଜ ବୋଇତକୁ ପାନ ଗୁଆରେ ସଜାଇ ଭସାଇଦିଅନ୍ତି । କୁହାଯାଏ ପବିତ୍ର କାର୍ତିକମାସର ଶେଷ ଦିନରେ ଏହିଭଳି ବୋଇତ ଭାସାଇଲେ କୋଟି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ସୋମବାର ଦିନ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇ ଜଣ ଅତଙ୍କାବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର…

ହାଇଦ୍ରାବାଦରେ ୨ଟି ଟ୍ରେନ୍ ମୁହଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର କୋଚିଗୁଡା ରେଳ ଷ୍ଟେସନ୍ ନିକଟରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1193781933689323520?s=08 ଗଣମାଧ୍ୟମରେ…

ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା: ଆଜି ହେଉଛି ପ୍ରଥମ ଦିନ

ପରାଦ୍ବୀପ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ କଳିଙ୍ଗ ବଳିଯାତ୍ରା । ପରାଦ୍ବୀପ ଠାରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ପାଇଁ ବାଲିଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ ଏହି ମେଳା ।…

ମୋବାଇଲ୍ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପର ଅଠରବାଙ୍କୀ ଅଞ୍ଚଳରେ କୌଣସି କାରଣବଶତଃ ମୋବାଇଲ୍ ଫାଟିଯିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କର ଘର ନୟାଗଡ ଅଞ୍ଚଳରରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକ ଜଣକ ପାରାଦୀପ ଜଗନ୍ନାଥ ଟ୍ରକ୍…

କଥାକୁହା ଫଟୋ: ବାତ୍ୟା ବୁଲବୁଲ୍ ମାଡ଼ରେ ପାଚି ଆସୁଥିବା ଧାନବିଲ ଶୋଇଯାଇଛି, ଉପକୂଳବର୍ତ୍ତୀ ଚାଷୀକୂଳ ଏବେ…

ଭୁବନେଶ୍ୱର: ବିଲରେ ଧାନ ପାଚି ଆସୁଥିଲା । ଧାନକେଣ୍ଡା ପତ୍ର କୋଣରୁ ଫୁଟି ଆକାଶମୁହାଁ ହୋଇ ପଡ଼ି ପାଚିବାକୁ ବସିଥିଲେ । ଦୁର୍ଗାପୂଜା ପରେ ଦୀପାବଳୀ ସରିଗଲା, ଏବର୍ଷ ଓଡ଼ିଶାର ଉପକୂଳବର୍ତ୍ତୀ ଚାଷୀକୂଳ ଅଧିକ ଅମଳ ଆଶାରେ ବେଶ୍ ଆନନ୍ଦିତ ଓ ଉଲ୍ଲସିତ ଅନୁଭବ କରୁଥିଲେ । ଗତକିଛି ବର୍ଷ ଠାରୁ…

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି…

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସର ଆଜି ଶେଷ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଆଉ ମାତ୍ର ଗୋଟିଏ ଦିନପରେ ପଞ୍ଚୁକ ଶେଷ ହେଉଥିବାରୁ ମହାପଭୁଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଆଜି ବଡି ଭୋରୁ ବିଭିନ୍ନ ଶୈବପୀଠଗୁଡିକର…