Latest Odisha News

BREAKING NEWS

ଆଜି ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ମନ୍ତ୍ରୀ ପରିଷଦ ବୈଠକ । ଏହି ବୈଠକରେ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ବ୍ୟୟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିପାରେ ।…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ରେଞ୍ଜର କୁଜିଆମ ସଂରକ୍ଷିତ ଜଙ୍ଗଲରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗ୍ରାମଗୁଡିକରେ ପାଖାପାଖି ୧୮ଟି ହାତୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୦୮ ରିଖ ଶୁକ୍ରବାର ତୁଳା ୨୨ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ…

ଆସନ୍ତା ଦୁଇଦିନ ଏହି ୩ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଓଡ଼ିଶାର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାମୁଦ୍ରିକ ଝଡ଼ ବୁଲବଲର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ୩ଟି ଜିଲ୍ଲାର ସ୍କୁଲ ଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ…

ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ସାମୁଦ୍ରିକ ଝଡ଼ ବୁଲବୁଲ୍ ଓଡ଼ିଶାରେ ଆଂଶିକ ପ୍ରଭାବ ପକାଇବ । ଏହାଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆଇଏମଡ଼ିର ଏହି…

ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାଇ ଆଲର୍ଟ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି ବୋଲି ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷକରି ସୋସିଆଲ୍ ମିଡ଼ିଆ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଜିଲ୍ଲା ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଲାଗି ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜଧାନୀସ୍ଥିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ…

ବାଂଲା ବିପକ୍ଷରେ ରୋହିତ ଶର୍ମାଙ୍କ ଧୁଆଁଧାର୍ ବ୍ୟାଟିଂ; ଭାରତ ୮ ୱିକେଟରେ ବିଜୟୀ

ରାଜକୋଟ: ପ୍ରଥମ ଟି-ଟ୍ୱେଣ୍ଟିରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଭାରତ ଆଜି ପ୍ରତିଶୋଧ ନେଇଛି । ବାଲାଂଦଳକୁ ୮ ୱିକେଟରେ ପରାସ୍ତ କରି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୧ ବରାବର କରିଛି । ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚରେ ବିଜୟର କର୍ଣ୍ଣଧାର ସାଜିଛନ୍ତି । ଭାରତ ଟସ୍ ଜିତି…

ଓଡ଼ିଶାର ଏହି ୮ ଜଣ ଶିଳ୍ପୀଙ୍କୁ ମିଳିବ ଜାତୀୟ ପୁରସ୍କାର !

ଭୁବନେଶ୍ୱର: ଉକୃଷ୍ଟ କଳାର ରାଜ୍ୟ ଉତ୍କଳ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଓଡ଼ିଶାର ସାହିତ୍ୟ, ସଂସ୍କୃତି ତଥା ପରମ୍ପରା କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ହେଉ ଅଥବା କଳାକାରୁକାର୍ଯ୍ୟ ସମ୍ପନ୍ନ ଶିଳ୍ପକଳା ସାରା ବିଶ୍ୱରେ ଆଦୃତି…

ଓଏଏସ୍ ସଂଘ ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ପିତୃ ବିୟୋଗ

ଝାରସୁଗୁଡ଼ା: ଓଡ଼ିଶା ପ୍ରଶାସନିକ ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ୟୁନିଟ୍ ୯ ସ୍ଥିତ ବାସଭବନରେ, ତାଙ୍କର ପିତା ଫକୀର ଚରଣ ସାମଲଙ୍କ ଆଜି ନିଧନ ଘଟିଛି। ୧୯୩୨ ମସିହା ନଭେମ୍ବର ମାସରେ ଜନ୍ମିତ ଦିବଂଗତ ଶ୍ରୀ ସାମଲ ଙ୍କ ମୃତ୍ୟୁ ବେଳକୁ , ୮୭ବର୍ଷ ବୟସ…