Latest Odisha News

BREAKING NEWS

ସରକାରଙ୍କ ଯୁଦ୍ଧ ପ୍ରସ୍ତୁତି : ୩ ସେନାକୁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି  ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର ଏମରଜେନ୍ସି ଫଣ୍ଡ ଜାରି କରିଛନ୍ତି ।…

କରୋନାକୁ ଟ୍ରମ୍ପ କୁଙ୍ଗ ଫ୍ଲୁ ନାମଦେଲେ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କରୋନା ଭାଇରସ୍  ପାଇଁ ପୁଣିଥରେ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ କରୋନାକୁ ‘କୁଙ୍ଗ ଫ୍ଲୁ’ ବୋଲି କହିଛନ୍ତି । ସେ ବେଜିଂ ଉପରେ ଭାଇରସ୍ ସମ୍ପର୍କରେ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ପ୍ରଶାସନ ଅଧିକାରୀମାନେ ଏହାର…

ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ୧୮୬ କରୋନା ରୋଗୀ ସୁସ୍ଥ ହୋଇଥିବା ଯୋଗୁଁ ରବିବାର ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।…

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି…

ସୂର୍ଯ୍ୟ ପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ୧୯୮୦ ମସିହା…

ବରଗଡର ଏହି ସହରରେ ୬୫ ଘଣ୍ଟିଆ ସଟଡାଉନ ଘୋଷଣା

ବରଗଡ: ଦୁଇଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ପଦ୍ମପୁର ସହରରେ ୬୫ ଘଣ୍ଟିଆ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ଅପରାହ୍ନ ୧ ଟାରୁ ତା’ ପର ବୁଧବାର ସନ୍ଧ୍ୟା ୬ଟା…

ତେଲେଙ୍ଗାନା କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରିମିତ ହୋଇଥିବା ଜଣାପଡିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମକୁ ନିଜ ଆଡୁ ଏହି ଖବର ଜଣାଇଥିଲେ । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ…

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ…

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲା ରବିବାର ଦିନ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ । https://twitter.com/DMSundargarh/status/1274584782072983552?s=19…