ଚଳଚ୍ଚିତ୍ର ‘ପାଟଣାଗଡ଼’: ରିଲିଜ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ଆଗାମୀ ଓଡ଼ିଆ ଫିଲ୍ମ 'ପଟଣାଗଡ଼'ର ରିଲିଜ ଉପରେ ରୋକ ଲଗାଇବା ପିଟିସନ ଖାରଚ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଚଳଚ୍ଚିତ୍ରଟି ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ଠାରେ ଘଟିଥିବା ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଅଧାରିତ ।
ଏହି ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ…