Latest Odisha News

BREAKING NEWS

ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ସଠିକ୍ ନିର୍ଣ୍ଣୟ ସହ ମାର୍ଗ ପ୍ରସ୍ତୁତ କରନ୍ତୁ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ତାଙ୍କର ଶୁଣାଣି ପ୍ରଦାନ କରିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବିଶ୍ୱ…

ଅନ୍ତର୍ଜାତୀୟ ଯୋଗ ଦିବସ: ସୂର୍ଯ୍ୟ ନମସ୍କାରରେ ଯୋଗ ଦେବାପାଇଁ ସମସ୍ତଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ପୂର୍ବବର୍ଷ ପରି ବାହାରେ ପାଳିତ ହେଉନଥିଲେ ମଧ୍ୟ ଅନେକ ରାଷ୍ଟ୍ରରେ ଘରେ ରହି ସମସ୍ତେ ଯୋଗ ଦିବସ ପାଳନ କରିବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ଵାଧୀନ)  ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି…

ରଥଯାତ୍ରା ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଛତିଶା ନିଯୋଗ ବୈଠକ ହୋଇଥିଲା । ଦୀର୍ଘ ୩ ଘଣ୍ଟା ବୈଠକ ହେବା ପରେ ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ନେଇ ମତ ପ୍ରକାଶ ପାଇଥିଲା । ପରିଚାଳାଳନା କମିଟିର ପ୍ରସ୍ତାବ ଅନୁଯାୟୀ କିପରି ବିନା ଭକ୍ତରେ ରଥଯାତ୍ରା  ହୋଇପାରିବ ସେ ନେଇ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ଟାଉନହଲଠାରେ ଶନିବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଏହି ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସଭାପତି ବସନ୍ତ…

‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଏନେଇ ସେ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତେବେ ସେ ଟ୍ୱିଟର ଆକାଉଂଟକୁ ଟିକେ ନିଆରା ଅନ୍ଦାଜରେ ଡିଆକ୍ଟିଭେଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ‘ଆଗ୍ ଲଗେ…

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ…

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ରକାରୀ ତହଉର ରାଣା ଆମେରିକାରେ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ଷଡଯନ୍ତ୍ରକାରୀ ତହଉଣ ରାଣାଙ୍କୁ ଲସ ଏଞ୍ଜେଲ୍ସ ପୋଲିସ ଗିରଫ କରିଛି । କାନାଡାରେ ରହୁଥିବା ଏହି ପାକିସ୍ତାନୀଜଣକ ଲଶ୍କର ଇ ତୋଇବାକୁ ସହାୟତା ଯୋଗାଉଥିଲେ । ୧୪ ବର୍ଷ ଧରି ସେ ଚିକାଗୋ ଜେଲରେ ଥିଲେ । କରୋନା ପଜିଟିଭ ହେବା ଯୋଗୁ ତାଙ୍କୁ ଜେଲରୁ ମୁକ୍ତ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…