ହାତୀ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଶାଲୁଆ ଛକ ଅଞ୍ଚଳରେ ମଙ୍ଗଳବାର ଏକ ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତକ ଜଣକ ହୃଦୟାନନ୍ଦ ମଲ୍ଲିକ ଏବଂ ତାଙ୍କ ଘର ଗୋଦରବିଲି ଗ୍ରାମରେ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ…