Latest Odisha News

କୁଲଗାମରେ ୫ ଅଣ କାଶ୍ମିରୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ୫ ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ନରେ ହତ୍ୟା କରିଛନ୍ତି । ଏହି ସମସ୍ତ ନିହତ ବ୍ୟକ୍ତିମାନେ ଅଣ କାଶ୍ମିରୀ ବୋଲି ଏନଡ଼ିଟିଭି ରିପୋର୍ଟରୁ ଜଣାପଡ଼ିଛି । କାଶ୍ମୀର ଘାଟିରେ କଟକଣା କୋହଳ କରାଯିବା ପରେ ଏବେ ଆତଙ୍କବାଦୀମାନେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୦ ରିଖ ବୁଧବାର ତୁଳା ୧୩ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛାଚନ୍ଦ୍ର ଘାତ ବାର-: କର୍କଟ…

କାଳିଆ ଯୋଜନା: ୨ୟ ପର୍ଯ୍ୟାୟ ସହାୟତା ରାଶି ନଭେମ୍ବରରେ ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନାର ୨ୟ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବେ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମଙ୍ଗଳବାର ଦିନ ଅନୁଷ୍ଠିତ…

ଖ୍ୟାତନାମା ନୃତ୍ୟଗୁରୁ ବୀରବର ସାହୁଙ୍କର ପରଲୋକ

ଭୁବନେଶ୍ୱର: ବିଖ୍ୟାତ ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦୋଳକୁସିଆରୀ ଗ୍ରାମରେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ମିଳିଥିବା ସୂଚନାନୁଯାୟୀ, ତାଙ୍କର ନିଜ…

ଆଇଆଇଏମ୍‍ସିରେ ‘ଉନ୍ନୟନ ଅର୍ଥନୀତି’ ଉପରେ ସ୍ୱତନ୍ତ୍ର ବକ୍ତୃତା“

ଢେଙ୍କାନାଳ: ଗୋଟିଏ ସମୃଦ୍ଧଶାଳୀ ଦେଶ ଗଠନ କରିବାକୁ ହେଲେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳିବା ଦରକାର । ଏଥିରେ ଉନ୍ନୟନ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଫେସର ଏସ୍‍.ଏନ୍‍. ମିଶ୍ର।   ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନୁଷ୍ଠିତ…

ଓଡ଼ିଶାର ୫ଟି ବାଟାଲିୟନରେ ପ୍ରଚଳିତ ହେବ ଇ-ଅଫିସ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟର ୫ଟି ବାଟାଲିୟନରେ ଓଡ଼ିଶା ପୋଲିସ ପକ୍ଷରୁ ଇ-ଅଫିସ ସିଷ୍ଟମ । ରାଜଧାନୀସ୍ଥିତ ପୋଲିସ ଭବନଠାରେ ୩ୟ କମାଣ୍ଡାଣ୍ଟ କନଫରେନ୍ସରେ ଏସମ୍ପର୍କରେ ସୂଚନାଦେଇ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବି କେ ଶର୍ମା କହିଛନ୍ତି, ଓଡ଼ିଶାର ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ…

ସ୍ପର୍ଶ

ସ୍ପର୍ଶ ଅସୀମା ସାହୁ ଯଦି କୋମଳ ସ୍ପର୍ଶ ଚର୍ମ ଛୁଇଁ କହିଦେଇ ପାରୁଛି ମନର କଥା ଆଉ ଆଙ୍ଗୁଳିମାନେ ଦେହସହ ଟୁପୁର୍ ଟାପୁର୍ କଥା ହୋଇପାରୁଛନ୍ତି ତେବେ ଏତେ ଉଚ୍ଚାରଣର କୋଳାହଳ କଣ ଦରକାର ! ଯଦି ବିନା ଶବ୍ଦରେ ମୁଁ ମୋ ପ୍ରିୟତମଙ୍କ ନାଲିଜାଇଭରା ମସୃଣ ପିଠିରେ କବିତା ଲେଖିପାରୁଛି,…

ମୋଷ୍ଟ୍ ୱାଣ୍ଟେଡ ପଥର ମାଫିଆ ମହମ୍ମଦ ତବରେଜ୍ କୋଲକାତା ଏୟାରପୋର୍ଟରୁ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ୍ ପଥର ମାଫିଆ ମହମ୍ମଦ ତବରେଜକୁ କୋଲକାତା ଏୟାରପୋର୍ଟରୁ ମଙ୍ଗଳବାର ଦିନ ଗିରଫ କରିଛି । ଏହି ପଥର ମାଫିଆ ତବରେଜ୍ ଥାଇଲାଣ୍ଡକୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ…

ରାଜ୍ୟକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍‌ ଏବଂ ୨୦୧୯ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି । ଓଡିଶାର କ୍ରୀଡାବିତ୍‌ମାନେ ମଧ୍ୟ…

ଯାଜପୁରର ଗଣପର୍ବ କାଳୀପୂଜା; ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ

ଯାଜପୁର: ଦୀପାବଳୀର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ମା ଶ୍ୟାମାକାଳୀଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା । ରାତ୍ରୀର ବିଳମ୍ବ ପ୍ରହରରେ ପୂଜାମଣ୍ଡପରେ ଘଟସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଙ୍କର ପୂଜା । ସନ୍ଧିପୂଜା ସହିତ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ମନ୍ତ୍ରଧ୍ବନୀ ସାଙ୍ଗକୁ…