Latest Odisha News

BREAKING NEWS

୧୬ ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୦୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୧୬୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ସୋପିଆନରେ ସେନା ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଧିକାରିକ ସୂଚନାନୁଯାୟୀ, ଶ୍ରୀନଗର ଠାରୁ ୬୦କିମି. ଦୂରବର୍ତ୍ତୀ ସୋପିଆନ୍ ଜିଲ୍ଲାର ତୁର୍କୱାଙ୍ଗମ ଅଞ୍ଚଳରେ ୪୪ ରାଷ୍ଟ୍ରିୟ ରାଇଫଲ୍…

ଭାରତରେ ୨୪ ଘଣ୍ଟାରେ ୧୦ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୩୮୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୩,୪୩,୦୯୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ସୁଶାନ୍ତଙ୍କ ଅକାଳ ମୃତ୍ୟୁରେ ଭାଙ୍ଗିପଡି ପ୍ରାଣ ହରାଇଲେ ତାଙ୍କ ଭାଉଜ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସୁଶାନ୍ତଙ୍କ ଅକାଳ ମୃତ୍ୟୁର ଗୋଟିଏ ଦିନ ପରେ ପ୍ରାଣ ହରାଇଛନ୍ତି ତାଙ୍କ ଭାଉଜ । ଗୋଟିଏ ପଟେ ସୁଶାନ୍ତଙ୍କ ଜୁଇ ଜଳୁଥିବା ବେଳେ ଅନ୍ୟପଟେ ତାଙ୍କ ଭାଉଜଙ୍କର ମୃତ୍ୟୁ ହୋଇଥିବା ସୂଚନା…

ତିନି ଦିନରେ ତୃତୀୟ ଥର ପାଇଁ ଥରିଲା କାଶ୍ମୀର: ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ

ଜମ୍ମୁ: ଲଗାତାର ତୃତୀୟ ଦିନ ପାଇଁ ଥରିଲା ଜମ୍ମୁ-କାଶ୍ମୀର । ମଙ୍ଗଳବାର ସକାଳ ସମୟରେ ୫.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ବିଗତ ତିନି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ତୃତୀୟ ଭୂକମ୍ପ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହି କମ୍ପନ ଯୋଗୁଁ କୌଣସି…

ଲଗାତାର ୧୦ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୦ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଭାରତ ଫେରିବେ ଆମେରିକା ଓ ଫିଲିପାଇନ୍ସରେ ଫସିଥିବା ପ୍ରବାସୀ ଓଡିଆ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା ଓ ଫିଲିପାଇନ୍ସରେ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଶୌର୍ଯ୍ୟା ବୈଭବୀ ନାଥ…

ଆଜି ଶେଷ ରଜ: ପିଠା ଓ ମିଠା ମହକ ସାଙ୍ଗକୁ ରଜଗୀତରେ ଉଲ୍ଲସିତ ହେଉଛି ପରିବେଶ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଏହାକୁ ଶେଷ ରଜ କୁହାଯାଏ। କରୋନା କଟକଣା ସତ୍ତ୍ୱେ ଗାଁ ଠୁ ସହର ହୋଇ ଉଠିଛି ଚଳଚଞ୍ଚଳ । ମିଠା, ପିଠା ଓ ପାନର ମହକରେ ମହାକୁଛି ପରିବେଶ । ଅନ୍ୟବର୍ଷ ଭଳି ଦୋଳି ଓ ବାଗୁଡ଼ି ଖେଳ ନଥିଲେ ମଧ୍ୟ ଘରେ ଘରେ ପଡିଛି ଲୁଡୁ ଓ ତାସର ବାଜି। କଟକଣା…

ସରକାରଙ୍କ ହସ୍ତକ୍ଷେପ ପରେ ୨ ଭାରତୀୟ ହାଇ କମିଶନର ଅଧିକାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୋମବାର ସକାଳେ ନିଖୋଜ ଥିବା ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀଙ୍କୁ ସନ୍ଧ୍ୟାରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ଟିଭି ଚ୍ୟାନେଲ ନ୍ୟୁଜ୍ ରିପୋର୍ଟ ଅନୁସାରେ, ୨ ହାଇ କମିଶନର ଅଧିକାରୀଙ୍କ ଜଣେ ପଥଚାରୀଙ୍କୁ ଧକ୍କା ଦେବା ଅଭିଯୋଗରେ ଇସଲାମାବାଦ ପୋଲିସ ସେମାନଙ୍କୁ ଗିରଫ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୬-୬-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ୍  ୧୬ ରିଖ ମଙ୍ଗଳବାର  ମିଥୁନ ୨ ଦିନ ଆଷାଢ  ମାସ କୃଷ୍ଣ ପକ୍ଷ ଦଶମୀ ଭୁକ୍ତ  ଏକାଦଶୀ  ତିଥି   ଅଶ୍ବିନୀ  ନକ୍ଷତ୍ର ମେଷ   ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜି:   …