Latest Odisha News

BREAKING NEWS

ପୋଲିସକୁ ମିଳିଲା ବଡ଼ ସଫଳତା; ସୋନପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି ସୋନପୁର ପୋଲିସ । ବିଭିନ୍ନ ମାରଣାସ୍ତ୍ର ସହିତ ପୋଲିସ ଏନେଇ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତେଲନଦୀ ବ୍ରିଜ ନିକଟରେ ଜଣେ ସଂଦିଗ୍ଧ…

ସାବଧାନ ! ରାତିରେ ନଖାଇ ଶୋଉଥିଲେ ହୋଇପାରେ ଏହିସବୁ ରୋଗ

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ: ୧) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ…

ଦୀପିକାଙ୍କ ‘ମହାଭାରତ’ !

ମୁମ୍ବାଇ: ଶୀର୍ଷକଟି ପଢି ଦ୍ଵନ୍ଦରେ ପଡିଗଲେ କି ? ଆମେ ଆପଣଙ୍କୁ କହି ରଖୁଛୁ ବି-ଟାଉନର ମୋଷ୍ଟ ଟ୍ୟାଲେଣ୍ଟେଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଯୋଜନା କରିବେ ଏକ ଚଳଚ୍ଚିତ୍ର । ଯାହାର ନାମ ମହାଭାରତ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ସୁନ୍ଦରୀ ଦୀପିକାଙ୍କ ପ୍ରଯୋଜନାରେ ନିର୍ମିତ…

ପ୍ରଚଣ୍ଡ ଖରାରେ ତୃଷାର୍ତ୍ତ ଟ୍ରାଫିକ୍ ପୋଲିସଙ୍କୁ ଜଳଦାନ କରି ସମ୍ମାନିତ ହେଲେ ଏହି ବାଳକ…

କଟକ: ଏବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରାରେ ଏକ ଘଟଣା କଟକ ସହରରେ ଦେଖିବାକୁ ମିଳିଥିଲା, ଯାହାକି ସମସ୍ତଙ୍କ୍ୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ପ୍ରବଳ ଗୁଳଗୁଳି ସାଙ୍ଗକୁ ମୁଣ୍ଡଫଟା ଖରାରେ ଜଣେ ଛୋଟିଆ ବାଳକ ଟ୍ରାଫିକ୍ ପୋଲିସ ମାନଙ୍କୁ ପାଣି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।…

ସୁରକ୍ଷିତ ଦୀପାବଳି ଉତ୍ସବ ଲାଗି ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ରାଜ୍ୟରେ ଦୀପାବଳି ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ଶନିବାର ଦିନ ସୂଚନା ପଦାନ କରିଛନ୍ତି । ରାଜ୍ୟର କଟକ, ଭୁବନେଶ୍ୱର ଏବଂ ଅନ୍ୟ ସହରମାନଙ୍କରେ…

ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଲାଗି ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ନ୍ର: ରାଜ୍ୟରେ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ସମେତ ଅନେକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଫଳରେ ଏହି କ୍ଷୟକ୍ଷତିର ଆକଳନ କରିବା ନେଇ ରାଜ୍ୟ ସରକାର ଶନିବାର ଦିନ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ରିଲିଫ…

ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୫ଟା  ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ଆବାସ ଯୋଜନା: ଫିଡ଼ବ୍ୟାକ୍ ଲାଗି ସରକାର ଖୋଲିବେ କଲ୍ ସେଣ୍ଟର

ଭୁବନେଶ୍ୱର: ଆବାସ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପରିଚାଳିତ ହେଉଛି କି ନାହିଁ ସେବିଷୟରେ ହିତାଧିକାରୀଙ୍କ ଠାରୁ ଫିଡ଼ବ୍ୟାକ୍ ଗ୍ରହଣ କରିବେ ଓଡ଼ିଶା ସରକାର । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ସରକାର କଲ୍ ସେଣ୍ଟର୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି…

କାର୍ଯ୍ୟରୁ ବରଖାସ୍ତ ହେଲେ ୨ ସରକାରୀ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରହିଥିବା ବେଳେ ଶନିବାର ଦିନ ଓଡିଶା ପ୍ରଶାସନିକ ସେବା(ଓଏଏସ୍)ର ୨ ଜଣ ଅଫିସରଙ୍କୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର । ବରଖାସ୍ତ ହୋଇଥିବା ୨ ଅଧିକାରୀ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଏବଂ…

୨ ଦିନ ମଧ୍ୟରେ ଓଡିଶାରେ ଶୀତ ଆରମ୍ଭ !

ଭୁବନେଶ୍ୱର: ନିକଟରେ ଓଡିଶାରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଏବେ ଛାଡିଯାଇଥିବା ବେଳେ ଧିରେଧିରେ ଶୀତର ଆଗମନ ହେଉଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ ଏନେଇ ସୂଚନା ଦେଇ କହିଛନ୍ତି,…