Latest Odisha News

BREAKING NEWS

ଜିଏସଟି ବାବଦ ୧୩୮ କୋଟି ଟଙ୍କାର ଟିକସ ଠକେଇ : ୪ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଜିଏସଟି ଘୋଟାଲାର ତଦନ୍ତ କରି ରାଉରକେଲାରୁ ୩ ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶିଲ ଲୋହାନୀ । ସେ କହିଛନ୍ତି ଯେ, ମିଛ ନେଣଦେଣ ଦେଖାଇ ବ୍ୟାପକ ଟିକସ ହେରଫେର୍ କରାଯାଇଛି । ସାଧାରଣ ଲୋକ ଓ…

ଦୀପାବଳି ଲାଗି ‘ସୋଆ ବର୍ଣ୍ଣ ସେଣ୍ଟର୍’ ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ ଜରୁରୀ ସେବା…

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥାନ୍ତି । ତେବେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହେବାର ଅନେକ ସମ୍ଭାବନା ରହିଥାଏ । ଧନଜୀବନ ପ୍ରତି ଅନେକ…

ଲଞ୍ଚ୍ ହେଲା ରିଲାଏନ୍ସ ଜିଓର ‘ଅଲ୍ ଇନ ୱାନ’ ପ୍ଲାନ୍, ଜାଣନ୍ତୁ ଏଥିରେ ରହିଛି କେଉଁ ସୁବିଧା !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ…

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହେବେ ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର…

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀବ। ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ…

ଆଇଆଇଏମ୍‍ସିରେ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା

ଢେଙ୍କାନାଳ: ଝିଅଟିଏ କ’ଣ କରିବ? ଶେଷରେ ତ ସେ ରୋଷେଇ ଘରକୁ ଯିବ । ଝିଅଙ୍କ ପ୍ରତି ଏମିତି ମନୋଭାବ କେବଳ ଅଶିକ୍ଷିତ ନୁହେଁ, ବରଂ ଶିକ୍ଷିତ ପରିବାରରେ ମଧ୍ୟ ରହିଛି । ତେବେ ନାରୀର ଅଧିକାର ପାଇଁ ଆମର ଦୃଷ୍ଟିଭଙ୍ଗୀ ପ୍ରଥମେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ଅକ୍ସଫାମ୍‍ ଇଣ୍ଡିଆର…

ଝିପିଝିପି ବର୍ଷାରେ ଜମିଲା ‘ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା’ ଭସାଣୀ ଉତ୍ସବ…

ଢେଙ୍କାନାଳ: ପ୍ରବଳ ବର୍ଷାଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ବିଳମ୍ବ ଘଟିଛି । ବିଳମ୍ବରେ ଭସାଣୀ ପଟୁଆର ବାହାରିଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ବେଶ୍ ଜାକଜମକରେ ପାଳିତ ହୋଇଛି ଏହି ଉତ୍ସବ । ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧି ଲାଭ କରିଥିବା…

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୁକାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ଅବିଭାବକମାନେ ଅଭିଯୋଗ…

ଖୁବଶିଘ୍ର ସମସ୍ତ ସ୍କୁଲରେ କାର୍ଯ୍ୟକାରୀ ହେବ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’: ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିୟମିତ ଉପସ୍ଥାପନ ତଦାରଖ କରିବ ଏବେ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’ । ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଏହି ପ୍ରକ୍ରିୟା ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ସରକାର ଏନେଇ ଗୁରୁତ୍ୱପୂର୍ଣ୍ଣ…

ରାୟଗଡ଼ାର କମଳେଶ ସାହୁ; ଚା’ ବିକି ଶହ-ଶହ ଅନାଥ ପିଲାଙ୍କୁ ପାଠ ପଢାଉଥିବା ମଣିଷ !

ରାୟଗଡ଼ା: କଟକ ସହରର ଡ଼ି ପ୍ରକାଶ ରାଓଙ୍କୁ କିଏ ବା ନ’ଜାଣେ ! ଚା’ ବିକ୍ରିି କରି ନିଜେ ଗଢିଥିବା ଅନାଥାଶ୍ରମର ଶିଶୁମାନଙ୍କୁ ମଣିଷ କରାଉଥିବା ପ୍ରକାଶଙ୍କୁ ଭାରତର ରାଷ୍ଟ୍ରପତି ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ମଧ୍ୟ କରିଛନ୍ତି । ସେହିପରି ରାୟଗଡ଼ାରେ…

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ସିଲ୍ ହେଲା ଅଭିଯୁକ୍ତଙ୍କ ଗେଷ୍ଟ ହାଉସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ବିରୋଧୀଙ୍କ ଦ୍ୱାରା ଘଟଣାର ସିବିଆଇ ତଦନ୍ତ ଦାବି କରାଯାଉଥିବା ବେଳେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମି ଉପରେ ବେଆଇନ ଭାବରେ…