Latest Odisha News

BREAKING NEWS

ଭୁବନେଶ୍ୱରରେ ୧୨ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୫୫୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୯୮୦ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୯୮୦ ଜଣଙ୍କ ମଧ୍ୟରୁ ୬୫୪ ଜଣ କଟକରୁ, ୨୬୩ ଜଣ ଖୋର୍ଦ୍ଧା, ୨୧୨ ଜଣ ଗଞ୍ଜାମରୁ, ୨୦୭ ଜଣ ମୟୁରଭଞ୍ଜରୁ,…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…

ତାଇୱାନ ବିମାନ ଖସାଇବା ଖବରକୁ ଖଣ୍ଡନ କଲା ଚୀନ

ବେଜିଂ: ତାଇୱାନ ଆମର କୌଣସି ବିମାନ ଖସାଇ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନର ସିସିପିଏସୟୁ-୩୫ ବିମାନକୁ ତାଇୱାନ ଖସାଇଦେଇଥିବା ନେଇ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା । ତେବେ ଏହାର କୌଣସି ସତ୍ୟତା ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଖବର ବୋଲି ଚୀନର ପ୍ରତିରକ୍ଷା…

ପବଜିର ବିକଳ୍ପ ଫୌଜି!

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ନିକଟରେ ୧୧୮ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇ ପଡୋଶୀ ଦେଶ ଉପରେ ଏକପ୍ରକାର ଡିଜିଟାଲ୍ ଷ୍ଟାଇକ୍ କରାଯାଇଛି । ଯେଉଁଥିରେ ରହିଥିଲା ଲୋକପ୍ରିୟ ଗେମିଂ ଆପ୍ ପବଜି । ପବଜି ଆପକୁ ବ୍ୟାନ କରାଯିବା ପରେ ଶୁକ୍ରବାର ଦିନ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ବଡ…

ଜଗତସିଂହପୁର ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି, ଯାହା ପଜିଟିଭ ଆସିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ…

ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ ବିବାଦ: ନିର୍ମାତାଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍‌ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ' ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି…

ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମୀ (ଏନଏ) ପରୀକ୍ଷା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ବିଭିନ୍ନ…

କୌନ ବନେଗା କରୋଡପତି ଓ ଇଣ୍ଡିଆସ୍ ବେଷ୍ଟ ଡାନ୍ସର ସେଟ୍‌ରେ କରୋନା ଚଡକ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର । ତଥାପି ଭାରତରେ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ କଟକଣା ଭିତରେ ଆରମ୍ଭ ହୋଇଛି ଫିଲ୍ମ ଓ ଟିଭି ସୋ'ର ସୁଟିଂ । ତଥାପି କରୋନାଠୁ କେହି ବର୍ତ୍ତିପାରୁନାହାନ୍ତି । "କୌନ ବନେଗା କରୋଡପତି" ଓ "ଇଣ୍ଡିଆସ୍ ବେଷ୍ଟ ଡାନ୍ସର" ଭଳି…