ବିଜେପୁର ଉପନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ଜାରି ରହିଛି ଭୋଟଗଣତି
ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବା ବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ଭୋଟଗଣତି ପଦ୍ମପୁର ଆରଏମସି ମାର୍କେଟ୍ ୟାର୍ଡରେ ଆଜି ସକାଳୁ ଆରମ୍ଭ ହୋଇଛି । ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ…