ବସରେ ପ୍ରବାସୀ ମହିଳାଙ୍କ ମୃତ୍ୟୁ
ସମ୍ବଲପୁର: ବରଗଡ ଜିଲ୍ଲାକୁ ଏକ ବସ୍ରେ ଫେରୁଥିବା ସମୟରେ ଶୁକ୍ରବାର ଦିନ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ସମ୍ପୃକ୍ତ ମହିଳା ଜଣକ ଅତାବିରା ନିବାସୀ ହୋଇଥିବା ବେଳେ ସେ କିଡନୀ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି।
ମିଳିଥିବା ଖବର ଅନୁଯାୟୀ ପଶ୍ଚିମ ଓଡିଶାର ୬ଟି…