Latest Odisha News

BREAKING NEWS

ବେଆଇନ୍ ପାର୍କିଂ ଫି ଆଦାୟ ନେଇ ରାଜଧାନୀର ୧୩ ପ୍ରତିଷ୍ଠାନକୁ ବିଡିଏର ନୋଟିସ୍

ଭୁବନେଶ୍ୱର: ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ନେଇ ସହରର ୩ଟି ହସ୍ପିଟାଲ ସହ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଉକ୍ତ ହସ୍ପିଟାଲ୍ ଓ ପ୍ରତିଷ୍ଠାନ ମଧ୍ୟରେ ରହିଛି- ଆପୋଲୋ ହସ୍ପିଟାଲ୍ କଳିଙ୍ଗ…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ; ମେଡିକାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।…

ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡ଼ି

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେଉଥିବା ଯୋଗୁଁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସୂଚନାନୁଯାୟୀ, ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଏକ…

ମହିଳା ଆଇନଜୀବୀ ମୃତ୍ୟୁ ଘଟଣା: ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଘର ମଧ୍ୟରୁ ଶନିବାର ଦିନ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ମିଳିବା ଘଟଣା ଏକ ନୂଆ ମୋଡ ନେଇଛି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଜୀବୀ ଦୀପାଳି ପ୍ରିୟଦର୍ଶୀନୀ ଜେନାଙ୍କ ପୁରୁଷ ବନ୍ଧୁଙ୍କୁ…

ତୃତୀୟ ଟେଷ୍ଟ: ପରାଜୟର ଦ୍ୱାରଦେଶରେ ଦକ୍ଷିଣ ଆଫ୍ରିକା

ଋାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁÂିତ ହେଉଥିବା ୩ୟ ଟେଷ୍ଟର ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୧୩୨ ରନରେ ୮ଟି ୱିକେଟ ହରାଇ ଆସନ୍ନ ପରାଜୟର ସମ୍ମୁଖୀନ ହୋଇଛି । ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୨୦୩ ରନରେ ପଛୁଆ ରହିଛି । ଭାରତୀୟ ବୋଲର୍ ମହମ୍ମଦ ସାମି ୩ଟି ଏବଂ ଉମେଶ ଯାଦବ ୨ଟି…

ଦୀପାବଳି ପରେ ହେବ ଓପିସିସିର ପୁନର୍ଗଠନ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ପ୍ରକ୍ରିୟା ଦୀପାବଳି ପରେ ଆରମ୍ଭ କରାଯିବ ବୋଲି ସୋମବାର ଦିନ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପାର୍ଟି ଅଧ୍ୟକ୍ଷ ନିରଞ୍ଜନ କହିଛନ୍ତି, ଆସନ୍ତା ୨୪ରେ ଦଳର ପର୍ଯ୍ୟବେକ୍ଷକମାନଙ୍କୁ ନେଇ…

ବିଜେପୁରରେ ଦିନ ୩ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ଦିନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି । ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ ଅନୁଷ୍ଠିତ…

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରିର ଗୋଟିଏ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ନିଜର ପୈତୃକ ଗ୍ରାମ ଛାଡିଛନ୍ତି ମାଲକାନଗିରିର ଗୋଟିଏ ଆଦିବାସୀ ପରିବାର । ଡାବୁଗୁଡା ଗ୍ରାମରେ ବାସ କରୁଥିବା ଏହି ପରିବାରର ୧୩ ଜଣ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗାଁ ଛାଡିଛନ୍ତି । ଏନେଇ ମୁଦୁଲିପଡା ଥାନାରେ ଏତଲା ଦେବା ପରେ ସେମାନେ…

କଟକରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

କଟକ: ରାଜ୍ୟସ୍ତରୀୟ ୬୦ତମ ପୋଲିସ ସହିତ ସ୍ମୃତି ଦିବସ ସୋମବାର ଦିନ କଟକଠାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମୁଖ୍ୟାଳୟଠାରେ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟ ମୁଖ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଆରକ୍ଷୀ ବିଭାଗରେ ସହିଦ ହୋଇଥିବା…