୫ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ: ଏନଆଇଏ ମୁଖ୍ୟ
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ତଥା ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ସୋମବାର ଦିନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ମୁଖ୍ୟ ୱାଇସି ମୋଦି ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ଏନଆଇଏର ମୁଖ୍ୟ ଏଭଳି…