Latest Odisha News

BREAKING NEWS

ସଂସ୍ଥା ବନ୍ଦ ହୋଇଯିବା ଖବର ଏକ ଗୁଜବ: ବିଏସଏନଏଲ୍

ଭୁବନେଶ୍ୱର: ଏବେ ପ୍ରଚୁର କ୍ଷତିରେ ଚାଲିଥିବା ଦେଶର ସର୍ବ ବୃହତ ଟେଲିକମ୍ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ବନ୍ଦ ହୋଇଯିବା ନେଇ ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏହା ଏକ ଗୁଜବ ବୋଲି ବିଏସଏନଏଲ କହିଛି । ବିଏସଏନଏଲର ବରିଷ୍ଠ ପଦାଧିକାରୀ ତଥା ଓଡ଼ିଶାର…

ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ବିଜେପି ନେତା ଜେପି ନଡ୍ଡା

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଓ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ୨ ନେତା ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକରେ ଯୋଗ…

ମୟଙ୍କ ଅଗ୍ରୱାଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ପ୍ରଥମ ଇନିଂସ

ପୁଣେ: ଭାରତ ଓ ଦକ୍ଷିଣ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେର ଏମସିଏ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ କରିଛି ୨୭୩ ରନ । That will be Stumps on Day 1 in Pune. #TeamIndia 273/3. Kohli 63*, Rahane 18*. Join us for Day…

ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଙ୍ଗଳାରେ ବୁଧବାର ଦିନ ଚଢାଉ କରିଛି ମୁମ୍ବାଇ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ଚଢ଼ାଉ କରି ଜଣେ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଅଭିଯୁକ୍ତ ଜଣଙ୍କ…

ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ କୃଷି ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁନିତଳା ବ୍ଲକ ଅନ୍ତର୍ଗତ ଜଣେ ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ମଙ୍ଗଳବାର ଦିନ ନିଲମ୍ବିତ ହୋଇଛନ୍ତି ଗ୍ରାମୀଣ କୃଷି ଅଧିକାରୀ ଶୁଭେନ୍ଦୁ ବେହେରା । କୃଷି ଅଧିକାରୀ ଜଣଙ୍କ ଚାଷୀଙ୍କୁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ସୋସିଆଲ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ…

ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଇଥାଉ । ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବା ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ।…

ଟଏଲେଟରେ ସେଲଫି ନେଲେ ମିଳିବ ଟଙ୍କା, ମଧ୍ୟପ୍ରଦେଶ ସରକାରଙ୍କ ଅଜବ ନିୟମ

ଭୋପାଳ: ମଧ୍ୟପ୍ରଦେଶର କମଳନାଥ ସରକାର ବିବାହ କରିବାକୁ ଥିବା ଭାବି ଦମ୍ପତ୍ତିଙ୍କ ଲାଗି ଏକ ଅଜବ ସର୍ତ୍ତ ରଖିଛନ୍ତି। ଶୌଚାଳୟରେ ଛିଡା ହୋଇ ଯେଉଁ ଭାବି ଦମ୍ପତି ଫଟୋ ଉଠାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପହାର ସ୍ୱରୂପ ପାଖାପାଖି ୫୧ ହଜାର ଟଙ୍କା ମିଳିବ । ଏହି ଟଙ୍କା…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…