ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍
ଭୁବନେଶ୍ୱର: କରୋନା ବିସ୍ତାରକୁ ରୋକିବା ଲାଗି ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ଶନିବାର ଦିନଠାରୁ ଦୁଇ ଦିନିଆ ସଟଡାଉନ ଲାଗୁ କରାଯାଇଛି ।
ସଟଡାଉନ୍ ନିୟମ ଅନୁଯାୟୀ ଏହି ସବୁ ଜିଲ୍ଲାରେ ଶନିବାର ଓ ରବିବାର ଦିନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ଏପରିକି ଆବଶ୍ୟକସ୍ଥଳେ ପରିଚୟ ପତ୍ର ଓ…