Latest Odisha News

BREAKING NEWS

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…

କ୍ବାରେନଣ୍ଟାଇନ ସେଣ୍ଟରରେ ନାବାଳିକା ମୃତ

ନୂଆପଡା: ଅତ୍ୟଧିକ ଜ୍ୱର ହେତୁ ଶନିବାର ଦିନ ନୂଆପଡା ଜିଲ୍ଲା ଖରିଆର ବ୍ଲକରେ ଥିବା ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ଜଣେ ୬ ବର୍ଷ ବାଳିକାର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଗତ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶରୁ…

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ…

ସଟଡାଉନ ଲାଗି ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ ସ୍ଥଗିତ

କଟକ: ଓଡିଶାର ୧୧ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଯୋଗୁଁ ଏହି ସ୍ଥାନରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ସ୍ଥଗିତ ରହିବା ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) । ପ୍ରାପ୍ତ ସୂଚନାନୁଯାୟୀ, ଗଞ୍ଜାମ, ପୁରୀ, ନୟାଗଡ଼, କଟକ,…

ପୁରୀ ଶ୍ରୀମନ୍ଦିର ପରିସରରୁ ହଟିଲା ୧୪୪ ଧାରା

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗିଥିବା ଧାରା ୧୪୪ କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ହଟାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ଚାରିପାଖରେ ଭକ୍ତଙ୍କ ଗହଳିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ…

ଓଡ଼ିଶାରେ ନୂଆ ୧୭୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୧୭୩ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ଶନିବାର ଦିନ ୨,୭୮୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୬୪ଟି ମାମଲା ରେକର୍ଡ ହୋଇଥିଲା ବେଳେ ଯାଜପୁର (୧୯), କଟକ (୧୩),…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬ହଜାର ଟପିଲା, ୨୪ ଘଣ୍ଟାରେ ୯୮୮୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୨,୩୬,୬୫୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୧୫,୯୪୨ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୬୪୨…

କଟକରେ ଏନଡିଆରଏଫ୍ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ୍‌)ର କର୍ମଚାରୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁସାରେ, ଗତ ମାସରେ ବାତ୍ୟା ଅମ୍ଫାନ ସମ୍ପର୍କିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ ପଠାଯାଇଥିବା ଏନଡିଆରଏଫର ଆଠଟି ଦଳ ମଧ୍ୟରୁ କିଛି…

ଜୁନ୍ ୮ରୁ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଚଳାଚଳ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୮ ତାରିଖରୁ ଓଡିଶାରେ ଆଉ ଏକ ଆନ୍ତଃରାଜ୍ୟ ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନରୁ ସକାଳ ୫ଟା ୧୦ମି. ଏବଂ ଭୁବନେଶ୍ୱରରୁ ଦିନ ୨ଟା ୧୦ମି.ରେ ଛାଡିବ। ଏହା ବ୍ୟତୀତ ଏହି ଟ୍ରେନ ଜୁନ୍ ୩୦…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଉକ୍ତ ଜଙ୍ଗଲ ନିକଟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ…